Latest Odisha News

BREAKING NEWS

Mad & Aggressive Stray Dogs: କେଉଁ କୁକୁର ହିଂସ୍ର ଏବଂ କେଉଁଟି ନୁହେଁ.. କିପରି ଚିହ୍ନଟ କରିବେ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଲା କୁକୁର, ବିଶେଷକରି ପାଗଳ କିମ୍ବା ହିଂସ୍ର କୁକୁରଙ୍କ ମୁକାବିଲା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି କୁକୁରମାନଙ୍କୁ ବନ୍ଧ୍ୟାକରଣ, କୃମିନାଶକ ଏବଂ ଟୀକାକରଣ ପରେ ସେହି ଅଞ୍ଚଳରେ ଫେରାଇ ଦେବାକୁ କର୍ତ୍ତୃପକ୍ଷଙ୍କୁ…

Cm Meets Naveen Patnaik: ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ନବୀନ ନିବାସରେ ପହଞ୍ଚି ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଖାଲି ମୁଖ୍ୟମନ୍ତ୍ରୀ ନୁହନ୍ତି ମେଡିକାଲରୁ ଆସିବା ପରେ ଅନେକ ନେତା ମନ୍ତ୍ରୀ…

Bold Space Vision of India: କେବେ ହେବ ଭାରତର ନିଜସ୍ୱ ମହାକାଶ ଷ୍ଟେସନ ?….ଚନ୍ଦ୍ରାୟନ-୪ ବି….ବଡ…

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ୨୦୩୫ ସୁଦ୍ଧା ଚନ୍ଦ୍ରାୟଣ-୪, ଏକ ଶୁକ୍ର ଅର୍ବିଟର ମିଶନ ଏବଂ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ (BAS), ଭାରତର ନିଜସ୍ୱ ମହାକାଶ ଷ୍ଟେସନ ସ୍ଥାପନ କରିବାର ଯୋଜନା ଘୋଷଣା କରିଛି । ଦେଶ ୨୦୪୦ ସୁଦ୍ଧା ଏହାର ପ୍ରଥମ…

Heavy Rain: ଖୋଲିଲା ହୀରାକୁଦର ୪ ଗେଟ୍ 

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଥିବା ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଶନିବାର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ନିଷ୍କାସନର ପ୍ରଥମ ପର୍ଯ୍ୟାୟରେ ଡ୍ୟାମର ବାମ ପାର୍ଶ୍ୱରେ ତିନୋଟି ଏବଂ ଡାହାଣ ପାର୍ଶ୍ୱରେ…

ଦୁଲୀପ ଟ୍ରଫିରେ ଖେଳି ନ ପାରନ୍ତି ଶୁଭମନ

ନୂଆଦିଲ୍ଲୀ: ସେପ୍ଟମ୍ବର ୨୮ରୁ ବେଙ୍ଗାଲୁରରେ ଦୁଲୀପ ଟ୍ରଫି କ୍ରିକେଟ ଆରମ୍ଭ ହେବ । ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ଶୁଭମନ ଗିଲ ଏହି ଟ୍ରଫିରେ ଖେଳି ନ ପାରନ୍ତି । ଗିଲଙ୍କୁ ଉତରାଂଚଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ନିକଟରେ ତାଙ୍କ ରକ୍ତର ପରୀକ୍ଷଣ ହୋଇଥିଲା । ଏଥିରେ ସେ ସୁସ୍ଥ ନ ଥିବା…

Bihar politics: ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜନୀତି ସରଗରମ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଲାଲୁ ଯାଦବଙ୍କ ଦଳ ଆରଜେଡିକୁ ବିଜେପି ଟାର୍ଗେଟ କରୁଥିବା ବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଲଗାତାର ବିଜେପି ନେତାମାନଙ୍କୁ ଟାର୍ଗେଟ…

Vigilance Raid: ଆୟଠୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ସିଟି ହସ୍ପିଟାଲର ସିନିୟର ଆସିଷ୍ଟାଣ୍ଟ ଗିରଫ

କଟକ: କୋଟିପତି ସିନିୟର ଆସିଷ୍ଟାଣ୍ଟ କିଶୋର ସାହାଣୀ ଗିରଫ। ଆୟଠୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର ସାହାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଜି ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ ଜଜ କୋର୍ଟକୁ ଚାଲାଣ କରାଯିବ। ଭିଜିଲାନ୍ସ ରେଡ ବେଳେ ତାଙ୍କର ଦୁଇଟି…

ADR Report: ମୁଖ୍ୟମନ୍ତ୍ରୀଙ୍କ ଭିତରେ ମମତା ସବୁଠୁ ଗରିବ, ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁରେ ସବୁଠୁ ଅଧିକ…

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆଲୋଚନା ହେଉଥାଏ । ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ତାଙ୍କ ରାଜ୍ୟର ମୁଖିଆଙ୍କର କେତେ ସମ୍ପତ୍ତି ରହିଛି? ଏହାକୁ ନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ, ସାରା…

ଆମେରିକାର ସାମଗ୍ରୀ ଉପରୁ ଟାରିଫ ହଟାଇବ କାନାଡା

ନୂଆଦିଲ୍ଲୀ: କାନାଡା ସେପ୍ଟେମ୍ବର ୧ ତାରିଖରୁ ଅଧିକାଂଶ ଆମେରିକୀୟ ସାମଗ୍ରୀ ଉପରେ ପ୍ରତିଶୋଧମୂଳକ ଶୁଳ୍କ ହଟାଇବ। ଯଦିଓ ଷ୍ଟିଲ୍, ଆଲୁମିନିୟମ ଏବଂ ଅଟୋମୋବାଇଲ୍ ଉପରେ ଶୁଳ୍କ ସମାନ ରହିବ। ନିକଟରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

5th-Generation Fighter Jets: ଥରିବ ଶତ୍ରୁଙ୍କ ଛାତି: ଖୁବ୍‌ଶୀଘ୍ର ସାଫ୍ରନ୍ ସହିତ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ…

ନୂଆଦିଲ୍ଲୀ: ବାୟୁ ପ୍ରତିରକ୍ଷର କ୍ଷେତ୍ରରେ ସୁଦୃଢ ହେଉଛି ଦେଶ । ଭାରତ ଖୁବ୍‌ଶୀଘ୍ର ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ନିର୍ମାଣ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି ଯେ ଭାରତ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ନିର୍ମାଣ କରିବ ଏବଂ ଫରାସୀ ମହାକାଶ…