Latest Odisha News

BREAKING NEWS

ବାପା: ଦୁଇଟି ଗପ

ବାପା: ଦୁଇଟି ଗପ ଜାକିର ଖାନ - ଡର - ପିଲାଦିନେ ଶନିବାର ଆସିଗଲା ମାତ୍ରେ ମୋତେ ଡରମାଡେ଼ । ଶନିବାର ଦିନ ବାପା ଗାଁକୁ ଆସନ୍ତି । ଚାକିରି ପାଇଁ ସେ ପ୍ରାୟ ବାହାରେ ରହନ୍ତି ଆଉ ଆମେ ଗାଁରେ । ଶନିବାର ହିଁ ତାଙ୍କ ଆସିବା ପାଳି । ବାପା ଖୁବ୍ ରାଗୀ । ତେଣୁ ଶନିବାର ଆସିଲେ ହିଁ ମୋତେ…

ରାଜ୍ୟ ବିଧାନସଭାର ସଦସ୍ୟ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ୧୬ତମ ଓଡିଶା ବିଧାନସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭାର କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ନବୀନଙ୍କୁ ପଦ ଓ…

ପ୍ରୀତି ପରକୀୟା

ପ୍ରୀତି ପରକୀୟା ସୁବ୍ରତ ଜେନା କହି ହେବ ନାଇଁ କାହାକୁ ଭଲପାଇ ଆରମ୍ଭ କଲି ଲେଖା । ସେ ପ୍ରୀତି କଥା କାହିଁକି ପଚାରୁ ? ଏଇନା, ମୁଁ ଇ ତୋର ପ୍ରେମ ଆଉ ତୁ ମୋ କବିତା ! ମଶାଧୂପର ଗଂଧରେ ରାତିକୁ ଘୃଣା କରୁଥିଲାବେଳେ ତୁ ଜହ୍ନ ଆଲୁଅ ହେଇ ପିଚକିଲୁ ମୋ ଖୋଲା ଛାତରେ ଓ…

ଗୃହ ବିଭାଗର ସ୍ୱାଧୀନ ଦାୟିତ୍ୱ ନେଲେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ବେଳେ କ୍ୟାବିନେଟ୍ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୃହ ବିଭାଗର ସ୍ୱାଧୀନ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ତେବେ ଏହି ଦାୟିତ୍ୱକୁ ତାଙ୍କ ଠାରୁ ଅପସାରଣ କରାଯାଇ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ…

ବର୍ଷା

ବର୍ଷା ସରିତା ପୃଷ୍ଟି ଟିକେ ରହିଯା, ମୁଁ କାହିଁ କେତେ ଦିନରୁ ତୋ ଅପେକ୍ଷାରେ... ଏତେ ତରବର କାହିଁକି? ମୁଁ ମନଭରି ତୋ ଶୀତଳ ସ୍ପର୍ଶକୁ ଅନୁଭବ କରିନିଏ କିନ୍ତୁ ଏ ବିଜୁଳି? ମୁଁ ଡ଼ରିଯାଉଛି ଏକାମ୍ରରେ ଏ ଏକାକିତ୍ୱ ଭାରି ଅସହ୍ୟ ବିଜୁଳି....ଘଡ଼ଘଡ଼ି ହଠାତ୍ ତୋର ଏ କି…

ଶୋଚନୀୟ ପରାଜୟ ପରେ କଂଗ୍ରେସର ବଡ ନିଷ୍ପତ୍ତି, ଟିଭି ପରଦାକୁ ଯିବେ ନାହିଁ ଦଳୀୟ ମୁଖପାତ୍ର

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି । ଏପରିକି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇସ୍ତଫାକୁ ଅସ୍ୱିକାର କରିବା ନେଇ ରାଜନୈତିକ ମାହୋଲ ଏକପ୍ରକାର ସରଗରମ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧ମାସ ଯାଏଁ କଂଗ୍ରେସ ଟିଭି ପରଦା ଠାରୁ…

ବିଶ୍ୱକପ କ୍ରିକେଟ ୨୦୧୯: କେତେ ଶକ୍ତିଶାଳୀ ବିରାଟଙ୍କ ଟିମ୍ ଇଣ୍ଡିଆ, ଜାଣନ୍ତୁ

ଇଂଲଣ୍ଡ ଓ ୱେଲ୍ସଠାରେ ଆଜି ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ ଆଇସିସି ବିଶ୍ୱକପ କ୍ରିକେଟ୍ ୨୦୧୯ । ଏହି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସହିତ ଭାରତକୁ ମଧ୍ୟ ବିଶ୍ୱକପ ଦାବିଦାର୍ ଭାବେ କ୍ରିକେଟ୍ ପଣ୍ଡିତମାନେ ଗଣନା କରିଛନ୍ତି । ଭାରତୀୟ ଦଳ ଏକ ସୁନ୍ଦର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୩୦-୦୫-୨୦୧୯ ଗୁରୁବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୩୦ ରିଖ ଗୁରୁବାର ବୃଷ ୧୬ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତ ବାର…

୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରାରେ ସିଝିଲା ରାଜ୍ୟର ୭ଟି ସହର

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ସ୍ଥାନ ବୁଧବାର ଦିନ ଉତ୍ତପ୍ତ ରହିଥିବାର ସୂଚନା ମିଳିଛି । ଓଡ଼ିଶାର ସର୍ବାଧିକ ତାପମାତ୍ରା ଯେଉଁ ଦୁଇଟି ସ୍ଥାନରେ ରେକର୍ଡ଼ କରାଯାଇଛି ସେହି ୨ଟି ସହର ହେଲା ଟିଟିଲାଗଡ଼ ଓ ମାଲକାନଗିରି । ଏହି ଦୁଇଟି ସହରର ତାପମାତ୍ରା ଆଜି ୪୨.୫ ଡ଼ିଗ୍ରୀ ସେଲସିୟସ ରହିଥିବାର…

ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନି ନବୀନ; ଜାଣନ୍ତୁ କାହିଁକି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ଗୁରୁବାର ଦିନ (ମେ’ ୩୦)ରେ ଅନୁଷ୍ଠିତ ହେଉଛି, ଏହି ଉତ୍ସବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିବା ନେଇ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । କାରଣ: ଗୃହର ନେତା…