Latest Odisha News

BREAKING NEWS

ଚର୍ଚ୍ଚାରେ ଆକ୍ୱିବ ନବୀ, ଏବେ ଆଇପିଏଲ ପ୍ରଦର୍ଶନ ଉପରେ ରହିବ ନଜର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଦୀର୍ଘ ୬୭ ବର୍ଷ ପରେ ରଣଜୀ ଟ୍ରଫି ଟାଇଟଲ ହାସଲ କରିଛି । ପେସ ବୋଲର ଆକ୍ୱିବ ନବୀଙ୍କ ବୋଲିଂ ପ୍ରଦର୍ଶନ ଏହି ବିଜୟର ମୂଖ୍ୟ କାରଣ ଭାବେ ବିବେଚନା କରାଯାଉଛି । ସମ୍ପୂର୍ଣ୍ଣ ରଣଜୀ ଟ୍ରଫିରେ ସେ ଭଲ ପ୍ରଦର୍ଶନ କରିଥିଲେ । ଆଇପିଏଲର ଆଗାମୀ ସିଜନରେ ୨୯ ବର୍ଷୀୟ ନବୀ…

ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ; ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର…

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ । ବ୍ରିଟିଶ୍ ଶାସନ ସମୟରୁ ପ୍ରଚଳିତ ଭୁଲ୍ ବନାନ୍ ସଂଶୋଧନ ହେବ । ମୂଳ ଓଡ଼ିଆ ନାମର ପୁନଃସ୍ଥାପନ ସମ୍ପର୍କରେ ପ୍ରସ୍ତାବ ପଠାଇବା ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.…

୬୭ ବର୍ଷ ପରେ ରଣଜୀ ଟ୍ରଫି ଜିତିଲା ଜମ୍ମୁ-କଶ୍ମୀର

ହୁବୁଳୀ: ରଣଜୀ ଟ୍ରଫି କ୍ରିକେଟରେ ଜମ୍ମୁ-କଶ୍ମୀର ଇତିହାସ ସୃଷ୍ଟି କରିଛି । ଦୀର୍ଘ ୬୭ ବର୍ଷ ପରେ ଜମ୍ମୁ-କଶ୍ମୀର ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଛି । ଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୮ ଥର ଚାମ୍ପିୟନ କର୍ଣ୍ଣାଟକକୁ ପଛରେ ପକାଇ ଦଳ ଏହି କୀର୍ତିମାନ ସ୍ଥାପନ କରିଛି । ପ୍ରଥମେ…

India Issues Urgent Advisory: ଇରାନ ଉପରେ ଆକ୍ରମଣ; ଇସ୍ରାଏଲରେ ଥିବା ଭାରତୀୟମାନଙ୍କ ପାଇଁ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ତେହରାନ ସମେତ ୩୦ଟି ଇରାନ ସହର ଉପରେ ଆକ୍ରମଣ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।  ଏପଟେ ଭାରତ ଇସ୍ରାଏଲରେ ରହୁଥିବା ନିଜର…

BJD Rajya Sabha Candidate: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଦୁଇ ପ୍ରାର୍ଥୀ ଦେଲା ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ଲାଗି ଘୋଷଣା କରିଛନ୍ତି । ସନ୍ତୃପ୍ତ ମିଶ୍ର ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡି‌ଡେଟ୍ ହେବେ ବୋଲି ଘୋଷଣା…

ତାଲିବାନ ଆଗରେ ନଇଁବ କି ପାକିସ୍ତାନ? ରୁଷ-ଚୀନ୍‌ର ଏଣ୍ଟ୍ରି ପରେ ହଲଚଲ!

ନୂଆଦିଲ୍ଲୀ: ସୀମାରେ ଗର୍ଜୁଛି ତୋପ, ବର୍ଷୁଛି ଗୁଳି। ମୁହାଁମୁହିଁ ଆଫଗାନିସ୍ତାନ ଏବଂ ପାକିସ୍ତାନ । ଡୁରାଣ୍ଡ ଲାଇନ୍ କୁ ନେଇ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ଏବେ ଚରମ ସୀମାରେ ପହଞ୍ଚିଛି। ଏହି ବିବାଦ ଏବେ ବିଶ୍ୱ ଶକ୍ତିଙ୍କ ଚିନ୍ତା ବଢ଼ାଇଦେଇଛି। ଏହି ମାମଲାରେ ଏବେ ରୁଷ ଏବଂ ଚୀନ୍…

ଏହି ଟ୍ରାଫିକ ନିୟମ ଭାଙ୍ଗିଲେ କଟିବ ପଏଣ୍ଟ, ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ !

ନୂଆଦିଲ୍ଲୀ: ଯଦି ଆପଣ ଗାଡ଼ି ଚଲାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏବେ କେବଳ ଫାଇନ୍ ଦେଲେ ନିସ୍ତାର ମିଳିବ ନାହିଁ । କେନ୍ଦ୍ର ସରକାର ଏବେ ସଡ଼କ ସୁରକ୍ଷାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଟ୍ରାଫିକ ନିୟମ ଭାଙ୍ଗିଲେ ଏବେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସରୁ ପଏଣ୍ଟ କଟିବ ଏବଂ…

WhatsApp: ହ୍ୱାଟସ୍‌ଆପ୍‌ରେ ଆସୁଛି ଏହି ‘ସସପେନ୍ସ’ ଫିଚର

ନୂଆଦିଲ୍ଲୀ: ଆପଣ କେବେ ଏମିତି ପରିସ୍ଥିତିରେ ପଡ଼ିଛନ୍ତି କି, ଯେଉଁଠି ଆପଣ କୌଣସି ଫିଲ୍ମ ଦେଖିବାକୁ ଯୋଜନା କରୁଛନ୍ତି କିନ୍ତୁ ଆପଣଙ୍କ ସାଙ୍ଗ ହ୍ୱାଟସ୍‌ଆପ୍ ଗ୍ରୁପ୍‌ରେ ସେହି ଫିଲ୍ମର କାହାଣୀ କହି ସସ୍ପେନ୍ସ ଉପରୁ ପରଦା ହଟେଇ ଦେଉଛନ୍ତି? କିମ୍ବା ଲାଇଭ୍ ମ୍ୟାଚ୍ ଚାଲିଥିବା ବେଳେ କେହି ଜଣେ…

Rajya Sabha Elections: କିଏ ହାତେଇବ ୪ର୍ଥ ଆସନ? ଚାଲିଛି ରାଜନୈତିକ କସରତ୍… କିଙ୍ଗ ମେକର ବନିପାରନ୍ତି…

ଭୁବନେଶ୍ଵର: ବାଜିସାରିଛି ରାଜ୍ୟସଭା ନିର୍ବାଚନ ବିଗୁଲ। ଘୋଷଣା ହୋଇଛି ବିଧିବଦ୍ଧ ତାରିଖ।ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ। ଯେଉଁଥିରେ ଓଡ଼ିଶାର ୪ ଆସନ ଖାଲି ରହିଛି। ଯାହାକୁ ନେଇ ଏବେ ଚାଲିଛି କସରତ। ରାଜ୍ୟସଭା ପାଇଁ କିଏ ଦେବ କେତୋଟି ପ୍ରାର୍ଥୀ? ବିଜେଡି କିଣିଥିଲା ୬ଟି ସେଟ୍,…

Menaka Guruswamy: ଟିଏମସି ପ୍ରାର୍ଥୀ ମେନକା ଗୁରୁସ୍ୱାମୀ କିଏ? ବନିପାରନ୍ତି ଦେଶର ପ୍ରଥମ LGBTQ ସାଂସଦ…

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (TMC) ମାର୍ଚ୍ଚ ୧୬ ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ତାର ଚାରି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମମତା ବାନାର୍ଜୀଙ୍କ ଦଳ ପ୍ରବୀଣ ଆଇନଜୀବୀ ମେନକା ଗୁରୁସ୍ୱାମୀ, ପୂର୍ବତନ ବଙ୍ଗଳା ଡିଜିପି ରାଜୀବ କୁମାର, ମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବଂ…