Odisha Flood Situation: ବନ୍ୟାକୁ ନେଇ ଏସଆରସିଙ୍କ ସୂଚନା; ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ଭୁବନେଶ୍ବର:ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସ୍ଆର୍ସି ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, ୬ଟି ଜିଲ୍ଲାର ୫୨ଟି ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି । ୧୭୦ ପଞ୍ଚାୟତର ୪୨୯ ଗାଁ ଜଳମଗ୍ନ ହୋଇଛି । ୨ ଲକ୍ଷ ୯ ହଜାର ୪୮୭ ଲୋକ ବନ୍ୟାରେ ପ୍ରଭାବିତ । ୩୩ ଗାଁ ପାଣି…