Latest Odisha News

BREAKING NEWS

ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ଲାଞ୍ଚ ଦାବି; ବନ୍ଧା ହେଲେ ସ୍ୱାସ୍ଥ୍ୟ କର୍ମୀ 

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାରେ ଜଣେ ବ୍ୟକ୍ତିଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ଲାଞ୍ଚ ଦାବି କରି ଫସିଲେ ଅଧିକାରୀ। ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ (ଏମଏଚଡବ୍ଲୁ) ଏବଂ କିରାଣୀଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ…

ଶ୍ରୀମନ୍ଦିରରେ ଧମକପୂର୍ଣ୍ଣ ପୋଷ୍ଟର ଘଟଣା: ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖା ଘଟଣା। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଲା ସିଂହଦ୍ବାର ଥାନା ପୋଲିସ। ସିଂହଦ୍ବାର ଥାନାରେ ଅଟକ ରଖି ପୋଲିସ କରୁଛି ପଚରାଉଚରା। ସନ୍ଦିଗ୍ଧ ବ୍ୟକ୍ତି ହେଉଛନ୍ତି ରଘୁନାଥ ସାହୁ। ସେ କାହିଁକି ଏଭଳି ଲେଖିଥିଲେ ସେନେଇ…

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଆଇଇଡି ବିସ୍ଫୋରଣ, ମାଓବାଦୀ ଲିଙ୍କ୍ ଅଭିଯୋଗରେ ଶିକ୍ଷକ ଗିରଫ

ଗଜପତି: ଅଡବା ଥାନା ଅନ୍ତର୍ଗତ ନୂଆଖଜୁରୀପଦାରେ ବୁଧବାର ପୁଲିସ ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରତାପ ନାୟକଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ମାଓବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ରହିଛି। ସୂତ୍ର ଅନୁଯାୟୀ, ପ୍ରତାପ ୨୦୦୮ରୁ ସରକାରୀ ଶିକ୍ଷକ ଭାବେ ଦାୟିତ୍ୱ…

୨୦୨୬ ପୂର୍ବରୁ ଏହି ଦେଶରେ ୧୦ ଲକ୍ଷ ଲୋକ ହୋଇଯିବେ ଗାଏବ, ଚମକାଇଲା Elon Muskଙ୍କ ଭବିଷ୍ୟତବାଣୀ

ଭୁବନେଶ୍ୱର: ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲନ ମସ୍କ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି। ଏଥର ମସ୍କ ଜାପାନର ଜନସଂଖ୍ୟା ସଙ୍କଟ ଉପରେ ଗଭୀର ଚିନ୍ତା ପ୍ରକାଶ କରି କହିଛନ୍ତି । ସେ କହିଛନ୍ତି ଯେ ଜାପାନ ଏହି ବର୍ଷ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ…

ଚାଲାଣ ଧମକ ଦେଇ ଜୋରଜବରଦସ୍ତ ଟଙ୍କା ଆଦାୟ କରୁଥିଲେ ଟ୍ରାଫିକ୍ ୱାର୍ଡେନ, ଏମିତି ହଟହଟା କଲେ ଯାତ୍ରୀ….

ମୁମ୍ବାଇ: ଚାଲାଣ ଧମକ ଦେଇ ଦାଦାଗିରି ଦେଖାଉଥିଲେ ଟ୍ରାଫିକ୍ ଓ୍ବାର୍ଡେନ୍ । ଏମିତି ଯାତ୍ରୀ ହଟହଟା କଲେ ଯେ ସବୁଦିନ ପାଇଁ ମନେରଖିବେ ।  ପୁନେ ଏକ୍ସପ୍ରେସୱେରେ ଟ୍ରାଫିକ୍ ୱାର୍ଡେନ ଚାଲାନ ଧମକ ଦେଇ ଜୋରଜବରଦସ୍ତ ଟଙ୍କା ଆଦାୟ କରିବା ପରେ, ଏହି ଘଟଣାର ପୀଡିତମାନେ ଟ୍ରାଫିକ୍ ୱାର୍ଡେନଙ୍କୁ…

ପୋଲିସ ଏନକାଉଣ୍ଟରରେ ନକ୍ସଲ ନିହତ; ଏସଏଲଆର ରାଇଫଲ ଜବତ

ଝାଡଖଣ୍ଡ:ପଶ୍ଚିମ ସିଂହଭୂମି ଜିଲ୍ଲାରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଛି। ଗୋଇଲକେରା ଥାନା ଅଞ୍ଚଳର ସୌତାରେ ଏହି ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ଉଭୟ ପକ୍ଷରୁ ଅନେକ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ସୂଚନା ଅନୁଯାୟୀ, ଜଣେ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ SLR…

ଟ୍ରମ୍ପ-ପୁଟିନଙ୍କ ବୈଠକ ପୂର୍ବରୁ ଜେଲେନସ୍କିଙ୍କ ବଡ଼ ବାର୍ତ୍ତା, ‘ଇଞ୍ଚେ ବି ଜାଗା ଛଡ଼ାଯିବନି’

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ବୈଠକ ହେବାକୁ ଯାଉଛି। ୧୫ ଅଗଷ୍ଟରେ ଆଲାସ୍କାରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୈଠକରେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ନେଇ ଆଲୋଚନା ହେବ। ଟ୍ରମ୍ପ…

ଖାଦ୍ୟ ପ୍ୟାକେଟରେ ବାହାରିଲା ସାପ, ଦୋକାନୀ ବିରୋଧରେ ଥାନାରେ ଅଭିଯୋଗ

ହାଇଦ୍ରାବାଦ: ତେଲେଙ୍ଗାନାର ଜାଡଚାର୍ଲା ମ୍ୟୁନିସିପାଲିଟିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ମହିଳା ସ୍ଥାନୀୟ ବେକେରୀରୁ କିଣିଥିବା କରି ପ୍ୟାକେଟ ଖାଦ୍ୟରେ ଏକ ଛୋଟ ସାପ ଦେଖି ଆତଙ୍କିତ ହୋଇଛନ୍ତି। ଏହି ଘଟଣା ପରେ ବେକେରୀ ବିରୋଧରେ ପୁଲିସରେ ଅଭିଯୋଗ ହୋଇଛି।…

‘ଭାରତୀୟ ନାଗରିକତାର ପ୍ରମାଣ ହୋଇପାରିବ ନାହିଁ ଆଧାର, ପ୍ୟାନ୍ କିମ୍ବା ଭୋଟର ପରିଚୟପତ୍ର’

ନୂଆଦିଲ୍ଲୀ: ଆପଣ ଭାରତର ନାଗରିକ କି ନାହିଁ, ତାହା ଆଧାର, ପ୍ୟାନ୍ କିମ୍ବା ଭୋଟର ପରିଚୟପତ୍ର ଦ୍ବାରା ପ୍ରମାଣିତ ହୋଇପାରିବ ନାହିଁ ।  ଏନେଇ ସ୍ପଷ୍ଟ କରିଛନ୍ତି ବମ୍ବେ ହାଇକୋର୍ଟ । କେବଳ ଆଧାର କାର୍ଡ, ପାନ କାର୍ଡ କିମ୍ବା ଭୋଟର ପରିଚୟପତ୍ର ରଖିବା ଦ୍ୱାରା କେହି ଜଣେ ଭାରତୀୟ ନାଗରିକ…

ସ୍ୱାଧୀନତା ଦିବସରେ ମାଂସ ଦୋକାନ ବନ୍ଦ ନିର୍ଦ୍ଦେଶ: ଜୋର ଧରିଲା ରାଜନୈତିକ ବିବାଦ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଦେଶର ଅନେକ ପୌରସଂସ୍ଥା ମାଂସ ଦୋକାନ ଓ କଂସେଇ ଦୋକନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଭିନ୍ନ ରାଜନୈତିକ ଦଳର ନେତା ଏହାକୁ ଲୋକଙ୍କ ଖାଦ୍ୟାଭ୍ୟାସ ଓ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ଅଭିଯୋଗ…