‘ଭାରତୀୟ ନାଗରିକତାର ପ୍ରମାଣ ହୋଇପାରିବ ନାହିଁ ଆଧାର, ପ୍ୟାନ୍ କିମ୍ବା ଭୋଟର ପରିଚୟପତ୍ର’
ନୂଆଦିଲ୍ଲୀ: ଆପଣ ଭାରତର ନାଗରିକ କି ନାହିଁ, ତାହା ଆଧାର, ପ୍ୟାନ୍ କିମ୍ବା ଭୋଟର ପରିଚୟପତ୍ର ଦ୍ବାରା ପ୍ରମାଣିତ ହୋଇପାରିବ ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ବମ୍ବେ ହାଇକୋର୍ଟ । କେବଳ ଆଧାର କାର୍ଡ, ପାନ କାର୍ଡ କିମ୍ବା ଭୋଟର ପରିଚୟପତ୍ର ରଖିବା ଦ୍ୱାରା କେହି ଜଣେ ଭାରତୀୟ ନାଗରିକ…