Latest Odisha News

BREAKING NEWS

ମୁନିର, ବିଲାୱାଲ ପରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦୌରାତ୍ମ୍ୟ, ଭାରତକୁ ଦେଲେ ଧମକ…

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଯେଉଁ ପ୍ରକାରର ପଦକ୍ଷେପ ନେଇଛି ସେଥିରେ ପାକିସ୍ତାନ ରକ୍ତର ଚାଉଳ ଚୋବାଉଛି । ପାକିସ୍ତାନ ଭାରତ ବିଷୟରେ ନିରନ୍ତର ଅବାନ୍ତର ବୟାନ ଦେଉଛି । ପ୍ରଥମେ ସେନା ମୁଖ୍ୟ ଆଉ, ପୂର୍ବତନ ବୈଦେଶିକ ମନ୍ତ୍ରୀ ଭାରତକୁ ଲଗାତାର ଧମକ ଦେଉଥିବା ବେଳେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପ୍ରଭାବରେ ୧୫ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଉତ୍ତର ଆନ୍ଧ୍ର ଓ…

ଡିଆରଡିଓରେ ଚାକିରୀ, ହେଲେ କାମ ପାକିସ୍ତାନୀ ଗୁପ୍ତଚର, ବନ୍ଧା ହେଲେ… 

ନୂଆଦିଲ୍ଲୀ: ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ ଡିଆରଡିଓରେ ଅତିଥି ଗୃହ ପରିଚାଳକ ମହେନ୍ଦ୍ର ପ୍ରସାଦଙ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁପ୍ତଚର କାର୍ଯ୍ୟ କରିବା ଅଭିଯୋଗରେ ଗିରଫ କରାଯାଇଛି। ମହେନ୍ଦ୍ର ପ୍ରସାଦ ଚନ୍ଦନ ଫିଲ୍ଡ ଫାୟାରିଂ ରେଞ୍ଜ…

ଆମେରିକାରୁ ଫେରୁଛନ୍ତି ଭାରତୀୟ: ଡରାଉଛି ଦେଶାନ୍ତର ହେବାର ଭୟ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ପୁନର୍ବାର କ୍ଷମତାକୁ ଆସିବା ପରଠାରୁ ସେଠାରେ ରହୁଥିବା ଅନ୍ୟ ଦେଶର ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଥମେ ଭିଜା ସମ୍ବନ୍ଧୀୟ ନିୟମ କଠୋର କରାଯାଇଥିଲା। ଏବେ ସେଠାରେ ରହୁଥିବା ଭାରତୀୟମାନଙ୍କୁ ଦେଶାନ୍ତର ପାଇଁ ନୋଟିସ…

ଜଣେ ମଧୁମେହ ରୋଗୀଙ୍କ ଠାରେ ଡିପ୍ରେସନର ଆଶଙ୍କା କାହିଁକି ବଢ଼ିଯାଏ?

ଭୁବନେଶ୍ବର: ମଧୁମେହ କେବଳ ରକ୍ତ ଶର୍କରାକୁ ପ୍ରଭାବିତ କରୁଥିବା ଏକ ରୋଗ ନୁହେଁ, ବରଂ ଏହା ରୋଗୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ। ଗବେଷଣାରୁ ଜଣାପଡିଛି ଯେ ମଧୁମେହ ରୋଗୀଙ୍କଠାରେ ସାଧାରଣ ଲୋକଙ୍କ ତୁଳନାରେ ଅବସାଦର ଆଶଙ୍କା ପ୍ରାୟ ଦୁଇଗୁଣ ଅଧିକ ଥାଏ। ଏହା…

ବିରୋଧୀ ଦଳରୁ କିଏ ହେବେ ଉପରାଷ୍ଟ୍ରପତି ପ୍ରାର୍ଥୀ?

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଗତ ମାସରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠାରୁ ନୂତନ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇଛି। ଏହି ସମୟରେ ବିରୋଧୀ ଦଳ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୂତ୍ର ଅନୁଯାୟୀ,…

ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି, ଟାରିଫ୍ ବିବାଦରେ ଟ୍ରମ୍ପଙ୍କ ସହ ଭେଟିବାର ସମ୍ଭାବନା

ନୂଆଦିଲ୍ଲୀ: ଆସନ୍ତା ମାସ ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ମିଳିତ ଜାତିସଂଘର ଏକ ସଭାରେ ଯୋଗ ଦେବାକୁ ଆମେରିକା ଯାଇପାରନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିବାର ସମ୍ଭାବନା ରହିଛି। ଟାରିଫ୍ ବିବାଦ ମଧ୍ୟରେ ଟ୍ରମ୍ପଙ୍କୁ ଭେଟିପାରନ୍ତି ମୋଦି।…

ଶ୍ରୀମନ୍ଦିରରେ ଧମକପୂର୍ଣ୍ଣ ପୋଷ୍ଟର: ଆତଙ୍କବାଦୀ କରିବେ ଆକ୍ରମଣ, ଭାଙ୍ଗିଦେବେ ମନ୍ଦିର

ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ପୋଷ୍ଟର। ପରିକ୍ରମା ମାର୍ଗ ବାଲିସାହି ପ୍ରବେଶପଥର ଏକ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ଲେଖା ନଜର ଆସିଛି। ଆତଙ୍କବାଦୀ ଆକ୍ରମଣ ନେଇ ଦୁଇଟି ସ୍ଥାନରେ ଧମକପୂର୍ଣ୍ଣ ଲେଖା ହୋଇଛି। ଲାଗିଥିବା ଏକାଧିକ ଡେକୋରେଟିଭ୍ ଲାଇଟ୍‌…

CBC ଟେଷ୍ଟ କ’ଣ?ଏହା ଶରୀରର କେଉଁ ରୋଗ ବିଷୟରେ ଜଣାଏ…

ଭୁବନେଶ୍ବର: ପ୍ରାୟତଃ ଯେତେବେଳେ ଆମେ କୌଣସି ଛୋଟ କିମ୍ବା ବଡ଼ ରୋଗ ପାଇଁ ଡାକ୍ତରଙ୍କ ପାଖକୁ ଯାଉ, ସେ ଆମକୁ ଏକ ଟେଷ୍ଟ କରିବାକୁ କୁହନ୍ତି , ସେହି ଟେଷ୍ଟ ହେଲା CBC ଟେଷ୍ଟ (complete Blood Count Tes)। ଅନେକ ଲୋକ ଏହାକୁ କେବଳ ଏକ ରକ୍ତ ପରୀକ୍ଷା ଭାବି ଏହାକୁ କରାଇଥାନ୍ତି, କିନ୍ତୁ…

ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କୁ ଇଡିର ସମନ, ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ବେଟିଂ ଆପ୍ ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କୁ ସମନ। ଆଜି ଦିଲ୍ଲୀ ଅଫିସରେ ହାଜର ହେବାକୁ ଇଡିର ସମନ। 1xBet (ୱାନଏକ୍ସ ବେଟ) ବେଟିଂ ଆପ୍ ମାମଲାର ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ତଦନ୍ତ ଦିଲ୍ଲୀର ED ମୁଖ୍ୟାଳୟରେ ହେବ, ଯେଉଁଠାରେ ସୁରେଶ…