ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି, ଟାରିଫ୍ ବିବାଦରେ ଟ୍ରମ୍ପଙ୍କ ସହ ଭେଟିବାର ସମ୍ଭାବନା
ନୂଆଦିଲ୍ଲୀ: ଆସନ୍ତା ମାସ ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି। ମିଳିତ ଜାତିସଂଘର ଏକ ସଭାରେ ଯୋଗ ଦେବାକୁ ଆମେରିକା ଯାଇପାରନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିବାର ସମ୍ଭାବନା ରହିଛି। ଟାରିଫ୍ ବିବାଦ ମଧ୍ୟରେ ଟ୍ରମ୍ପଙ୍କୁ ଭେଟିପାରନ୍ତି ମୋଦି।…