ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବନି ଡବ୍ଲ୍ୟୁଟିସି ଫାଇନାଲ
ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଆୟୋଜନ କରିବା ନେଇ ଭାରତକୁ ଶକ୍ତ ଧକ୍କା ଲାଗିଛି । ସିଙ୍ଗାପୁରରେ ଆଇସିସି ବୈଠକରେ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଡବ୍ଲ୍ୟୁଟିସି ୨୦୨୭ ୨୦୨୯ ଓ ୨୦୩୧ର ଫାଇନାଲ ଇଂଲଣ୍ଡରେ ଖେଳାଯିବ ବୋଲି ସ୍ଥିର ହୋଇଛି ।…