ଅଲୋଡ଼ା ଶିଶୁ କନ୍ୟା; ଜଙ୍ଗଲରୁ ଉଦ୍ଧାର କଲେ ପିଇଓ
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବାଗଦେହି ଅଞ୍ଚଳର ଏକ ଜଙ୍ଗଲରୁ ସୋମବାର ଦିନ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ, ପରିତ୍ୟକ୍ତ ଶିଶୁଟିକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଦେଖି ଉଦ୍ଧାର କରିଥିଲେ ଏବଂ ପରେ ନବଜାତ ଶିଶୁକୁ ପୋଲିସକୁ ହସ୍ତାନ୍ତର…