ଚୀନ ସରକାରଙ୍କ ନୂଆ ଯୋଜନା, ପିଲା ଜନ୍ମର ସବୁ ଖର୍ଚ୍ଚ ବହନ କରିବେ ସରକାର
ନୂଆଦିଲ୍ଲୀ: ଚୀନ୍ ଥରେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଥିଲା। କିନ୍ତୁ ଧିରେ ଧିରେ ତାର ଜନସଂଖ୍ୟା ହ୍ରାସପାଉଛି । ଭାରତ ଏବେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ। ଚୀନ୍ରେ ପ୍ରଜନନ ହାର ଧୀରେ ଧୀରେ ହ୍ରାସ ପାଉଛି, ଯାହା ଫଳରେ ଜନ୍ମ ହାର ହ୍ରାସ ପାଉଛି। ଫଳସ୍ୱରୂପ,…