Illegal Mining: ସରକାରୀ ଛତ୍ରଛାୟାରେ ଖଣି ଲୁଟ ଚାଲିଛି: ବିଜେଡି
ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାର ଗୋପାଳପୁର ଗାଁରେ ଏକ ପଥର/ଡୋଲୋମାଇଟ୍ ଖଣିରେ ଏକ ଦୁଃଖଦ ବିସ୍ଫୋରଣ ଦୁର୍ଘଟଣା ଘଟିଛି, ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ବିଜେଡି ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ବିଜେପି ସରକାରଙ୍କୁ ସମାଲୋଚନା କରିଛି ।
ଆଜି ଶଙ୍ଖ ଭବନରେ ଅନୁଷ୍ଠିତ…