Latest Odisha News

BREAKING NEWS

ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଗୋବର୍ଦ୍ଧନ ପୀଠର ଜମିଜମା ସଂପର୍କିତ ସମସ୍ୟା ବିଷୟରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

ପୁରୀ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ଆଜି ଉପମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ପୁରୀ ଗସ୍ତରେ ଆସି ଗୋବର୍ଦ୍ଧନ ପୀଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କରିଛନ୍ତି । ଗୋବର୍ଦ୍ଧନ ପୀଠର ପୀଠାଧିଶ…

ମଦ୍ୟପଙ୍କ ଅଜବ କାରାନାମା; ନିଶାସକ୍ତ ଅବସ୍ଥାରେ ଖାଇଲେ ଜୀଅନ୍ତା ନାଗ

ବଲାଙ୍ଗୀର:ଜଣେ ନିଶାସକ୍ତ ବ୍ୟକ୍ତିଙ୍କ ଅଜବ କାରାନାମା । ମଦ୍ୟପ ଜଣଙ୍କ ଜୀଅନ୍ତା ନାଗ ସାପକୁ ଖାଇ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ଗୁରୁତର ମଦ୍ୟପ ଭୀମଭୋଇ ମେଡିକାଲରେ ଭର୍ତ୍ତି ଅଛନ୍ତି । ଖବରମୁତାବକ, ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ଜଣେ…

କଟକ ଓ ଆଖପାଖ ଅଞ୍ଚଳକୁ ଏକ ସମୃଦ୍ଧ ମଡେଲ ଅଞ୍ଚଳ ଭାବେ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ବୈଠକରେ କଟକ ସହରର ଓଏମପି ଅଂଚଳରେ ଭେଣ୍ଡିଙ୍ଗ ଜୋନ,ଏକ ବୃହତ୍‌ କନ୍‌ଭେନସନ…

କାଲିସ, ପଂଟିଂ, ଡ୍ରାଭିଡଙ୍କୁ ପଛରେ ପକାଇବେ ରୁଟ

ଲଣ୍ଡନ: ଇଂଲଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଲର୍ଡସ ଟେଷ୍ଟରେ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୪ର୍ଥ ମ୍ୟାଚ ମାଂଚେଷ୍ଟରରେ ଖେଳାଯିବ । ଏହି ମ୍ୟାଚରେ ଜ୍ୟାକ୍ସ କାଲିସ, ରିକି ପଂଟିଂ ଓ ରାହୁଲ ଡ୍ରାଭିଡଙ୍କୁ ପଛରେ ପକାଇ ରୁଟଙ୍କ ନିକଟରେ…

Instagram Reelsରେ କେମିତି ପାଇବେ ଟଙ୍କା, ଏହି ଫର୍ମୁଲା ଆପଣାନ୍ତୁ ୧୦୦ ପ୍ରିତଶତ କାମ ଦେବ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ଇନଷ୍ଟାଗ୍ରାମ ରିଲ୍ସ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏକ ବଡ଼ ରୋଜଗାର ପ୍ଲାଟଫର୍ମ ହୋଇପଡ଼ିଛି। ଯଦି ଆପଣ ସୃଜନଶୀଳ, କ୍ୟାମେରା ଆଗରେ ସ୍ଵଚ୍ଛନ୍ଦ ଏବଂ ଲୋକଙ୍କ ସହ ସଂଯୋଗ ସ୍ଥାପନ କରିବାର କୌଶଳ ରଖୁଛନ୍ତି, ତେବେ ରିଲ୍ସ ମାଧ୍ୟମରେ ଆପଣ ମାସିକ…

ଭାଇରାଲ ଗୀତ ‘ଛି ଛି ଛିରେ ନନୀ ଛି’କୁ ଦର୍ଶକ ଦେଖିବେ ନୂଆ ସ୍ୱାଦରେ…

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ରକୁ ନୂତନ ଦିଗ ଦେଇଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ସଫଳ ଓ ଅନୁଭବୀ ନିର୍ମାତା ସୀତାରାମ୍ ଅଗ୍ରୱାଲ୍ ପୁଣି ଏକ ଜବରଦସ୍ତ ପ୍ରେମ କାହାଣୀ ସହ ବଡ଼ ପରଦାକୁ କମ୍ ବ୍ୟାକ୍ କରୁଛନ୍ତି । ସାରା ବିଶ୍ୱରେ ଚର୍ଚ୍ଚାରେ ଥିବା ଭାଇରାଲ ଗୀତ "ଛି ରେ ନନୀ" କୁ ଦର୍ଶକ ଦେଖିବେ…

ସୁରକ୍ଷାବାହିନୀକୁ ବଡ଼ ସଫଳତା; ଏନକାଉଣ୍ଟରରେ ୬ନକ୍ସଲ ନିହତ

ଛତିଶଗଡ:ଜିଲ୍ଲାର ଅବୁଝମାଡ଼ ଘନ ଜଙ୍ଗଲରେ ନକ୍ସଲ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଛି। ସୁରକ୍ଷା ଏଜେନ୍ସିକୁ ଖବର ମିଳିବା ପରେ ଶୁକ୍ରବାର ଏକ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛତିଶଗଡ ଜିଲ୍ଲାର ଅବୁଝମାଡ଼…

ପାଗରେ ପରିବର୍ତ୍ତନ ପରେ ୭୯୦୮ ତୀର୍ଥଯାତ୍ରୀଙ୍କୁ ନେଇ ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା

ଜମ୍ମୁ: ଗୋଟିଏ ଦିନ ପାଇଁ ସ୍ଥଗିତ ରହିବା ପରେ, ଶୁକ୍ରବାର ପହଲଗାମ ଏବଂ ଗନ୍ଦେରବଲ ବାଲଟାଲ ଉଭୟ ରୁଟରେ ଅମରନାଥ ଯାତ୍ରା ପୁଣି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ, ଆଜି ସକାଳେ ୭ ହଜାର ୯୦୮ ଜଣ ତୀର୍ଥଯାତ୍ରୀଙ୍କ ୧୬ତମ ଦଳ ଜମ୍ମୁ ଛାଡିଛି । ଏହି ଦଳ ଉଧମପୁର ଜିଲ୍ଲା ଦେଇ ଯାଇଛି ।…

ଡ୍ୟୁକ ବଲ ବିବାଦ: ତଦନ୍ତ ପାଇଁ ରାଜି ହେଲା କମ୍ପାନୀ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟରେ ଡ୍ୟୁକ ବଲକୁ ନେଇ ବିବାଦ ସୃଷ୍ଟି ହୋଇଛି । ବଲ ସଙ୍ଗେ ସଙ୍ଗେ ନରମ ହୋଇ ଯାଇଥିବାରୁ ଏହା ଟେଷ୍ଟ ମ୍ୟାଚକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା । ଏବେ ଏହି ଡ୍ୟୁକ ବଲକୁ ପ୍ରସ୍ତୁତ କରୁଥିବା କମ୍ପାନୀ ବଲକୁ ପରୀକ୍ଷଣ ପାଇଁ ନେବା ସହ ତଦନ୍ତ ପାଇଁ ରାଜି…

ଉଚ୍ଚ ଶିକ୍ଷା ବିଭାଗର କଡା ନିର୍ଦ୍ଦେଶ; ଶିକ୍ଷାନୁଷ୍ଠାନ ପରିସରରେ ମହିଳା ସହାୟତା ନଂ ୧୮୧ ତୁରନ୍ତ ଲେଖ

ଭୁବନେଶ୍ବର: ଶିକ୍ଷାନୁଷ୍ଠାନରେ ମହିଳାମାନେ ଯେପରି ନିର୍ଯାତନ ନହେବେ‌ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ରାଜ୍ୟ ସରକାର । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ…