କମ୍ ବୟସରେ ଅଧିକ ଭାରତୀୟ ବୁଲୁଛନ୍ତି ବିଶ୍ୱ, ରିସର୍ଚ୍ଚରୁ ଜଣାପଡ଼ିଲା ଯୁବକଙ୍କ ଟ୍ରାଭେଲ କ୍ରେଜ୍
ନୂଆଦିଲ୍ଲୀ: କେହି କହିଛନ୍ତି ଯେ ଦୁନିଆ ବହୁତ ସୁନ୍ଦର, କେବଳ ଆପଣଙ୍କୁ ନିଜ ଘରୁ ବାହାରକୁ ବାହାରିବାର ଆବଶ୍ୟକତା ରହିଛି। ଆପଣଙ୍କୁ ଜଣାଇଦେଉଛୁ ଯେ ଏଥିରେ ୧୦୦ ପ୍ରତିଶତ ସତ୍ୟତା ରହିଛି ଯେ ବାସ୍ତବରେ ଦୁନିଆ ବହୁତ ସୁନ୍ଦର ଏବଂ ଆପଣ ମଧ୍ୟ ଏହାର ଅନୁଭବ କରିପାରିବେ, ଯେତେବେଳେ ଆପଣ ନିଜ…