brown sugar in jajpur: ୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ଗିରଫ
ଯାଜପୁର:୫୨ ଗ୍ରାମ ଧଳାଜହର ଜବତ କଲା ଯାଜପୁର ଅବକାରୀ ବିଭାଗ । ଯାଜପୁର ସହରର ବଲ୍ଲଭୀଘାଟ ନିକଟରେ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଅବକାରୀ ପୋଲିସ ଏକ ବାଇକ ଜବତ କରିଛି। ତେବେ ଜବତ ବ୍ରାଉନସୁଗାରର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ।…