‘ଆଜି ଧର୍ମ ଓ ନ୍ୟାୟର ଜୟ ହୋଇଛି, ସଂଘର୍ଷ ବେଳେ ସାଥୀରେ ଥିଲେ ନବୀନ ବାବୁ’: ଜେଲ୍ରୁ ବାହାରି କହିଲେ…
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଦୀର୍ଘ ଦିନ ଧରି ବିଚାର ବିଭାଗୀୟ ହାଜତରେ ଥିବା ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ବିକ୍ରମ କୁମାର ପଣ୍ଡା ଶେଷରେ ଜେଲ୍ରୁ ମୁକୁଳିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ସର୍ତ୍ତମୂଳକ…