US Arms Sale to India: ସେନାକୁ ମିଳିଲା ଆମେରିକା କାନ୍ଧ…
ନୂଆଦିଲ୍ଲୀ: ଆହୁରି ଘାତକ ହେବ ଭାରତୀୟ ସେନା...କାନ୍ଧ ଦେଲା ଆମେରିକା...ଶତ୍ରୁକୁ ଏବେ ବସି ବସି ନିହତ କରିବ ସେନା...ଜାଭେଲିନ୍ କ୍ଷେପଣାସ୍ତ୍ର ପାଇବ ଭାରତ
ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଆହୁରି ଗଭୀର ହେବାକୁ ଯାଉଛି। ଆମେରିକାର ବୈଦେଶିକ ବିଭାଗ ଭାରତକୁ ଦୁଇଟି…