ଆଉ ଚାଲିବନି ତହସିଲଦାରଙ୍କ ବାବୁ ଗିରି: ମନମୁଖୀ କାମ ପାଇଁ କାରଣ ଦର୍ଶାଅ ନୋଟିସ୍
କେନ୍ଦୁଝର: ଘସିପୁରା ତହସିଲଦାର ଅଭୟ ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ୍। ତହସିଲଦାର ଅଭୟ ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ କଲା ରାଜସ୍ୱ ବିଭାଗ। ବାହାରେ ଚପଲ ରଖି ତହସିଲ ଭିତରକୁ ଆସିବାକୁ କରିଥିଲେ ନିୟମ। ଲୋକଙ୍କୁ ଖରାପ ବ୍ୟବହାର କରୁଥିବା ନେଇ ହୋଇଥିଲା ଅଭିଯୋଗ।
ଗଣମାଧ୍ୟମରେ ଖବର…