Latest Odisha News

BREAKING NEWS

ଇସ୍ରାଏଲ ସହ ଯୁଦ୍ଧ ଭିତରେ ବଡ଼ ଖବର, ଆଗକକୁ ପରମାଣୁ ଯୁଦ୍ଧ ?

ନୂଆଦିଲ୍ଲୀ: ଇରାନ୍‌-ଇସ୍ରାଏଲ ଯୁଦ୍ଧ ଭିତରେ ସାମ୍ନାକୁ ଆସିଲା ବଡ଼ ଖବର । ଗୁରବାର ଇରାନ୍‌ର ରାଜଧାନୀ ତେହେରାନ ପାଖରେ ଏକ ବଡ଼ ଧରଣର ଭୂମିକମ୍ପ ହୋଇଛି ଅନୁଭୂତ । ଏବେ ଏହାକୁ ନେଇ ବଢୁଛି ସନ୍ଦେହ । ସତରେ ଏହା ଭୂକମ୍ପ ଥିଲା ନା ଆଉ କଣ ? ଏହି ଭୂକମ୍ପରେ ସେମନାନ ନାମକ ସହର ଓ ଏହାର ଆଖପାଖ…

ଅନୁଷ୍କାଙ୍କ ପୂର୍ବରୁ ବ୍ରାଜିଲ ଅଭିନେତ୍ରୀଙ୍କୁ ଡେଟ କରୁଥିଲେ କୋହଲି

ନୂଆଦିଲ୍ଲୀ: ବଲିଉଡ ଓ କ୍ରିକେଟ ମଧ୍ୟରେ ସର୍ବଦା ଏକ ସମ୍ପର୍କ ଯୋଡି ହୋଇ ରହିଥାଏ । କ୍ରିକେଟର ଓ ବଲିଉଡ ଅଭିନେତ୍ରୀଙ୍କ ପ୍ରେମ ସମ୍ପର୍କ ନୂଆ କଥା ନୁହେଁ । ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଯୋଡିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି । ପରସ୍ପରକୁ ଭଲ ପାଇବା ପରେ ଉଭୟ ୨୦୧୭ରେ ବିବାହ…

କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳୀଙ୍କ ପାଇଁ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା…

ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କ ପାଇଁ  ମୁଖ୍ୟମନ୍ତ୍ରୀ କଲ୍ୟାଣ ପାଣ୍ଠିରେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସ୍ଥା କରିଥିବାରୁ ଆଜି ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ବିଭିନ୍ନ ଜିଲ୍ଲାରୁ ଶହ ଶହ ସଂଖ୍ୟାରେ ଆସିଥିବା ଓଡିଶା…

ଭାରତୀୟ ହକି ଖେଳାଳିଙ୍କୁ ମିଳିବ ମାସିକ ଭତ୍ତା

ନୂଆଦିଲ୍ଲୀ:ହକି ଇଣ୍ଡିଆର ବାରମ୍ବାର ଅନୁରୋଧ ପରେ କ୍ରୀଡ଼ା ମନ୍ତ୍ରଣାଳୟ ପୁରୁଷ ଏବଂ ମହିଳା ଉଭୟ ବର୍ଗରେ ଜାତୀୟ ଶିବିର ପାଇଁ ମନୋନୀତ ଖେଳାଳିମାନଙ୍କ ପାଇଁ ପ୍ରତିମାସ ୨୫,୦୦୦ଟଙ୍କାର ଭତ୍ତା ମଞ୍ଜୁର କରିଛି। ଫଳରେ ପ୍ରଥମଥର ପାଇଁ ହକି ଖେଳାଳି ଭତ୍ତା ପାଇବାକୁ ଯାଉଛନ୍ତି । ଟାର୍ଗେଟ…

୧୫ ବର୍ଷ ପରେ ପରସ୍ପରଠୁ ଅଲଗା ହେଲେ ‘ୟେ ରିସ୍ତ କ୍ୟା କେହଲାତା ହେ’ର ଲତା…

ମୁମ୍ବାଇ: ଟିଭି ଧାରାବାହିକ 'ୟେ ରିସ୍ତ କ୍ୟା କେହଲାତା ହେ'ରେ ଅକ୍ଷରାଙ୍କ ମାଆ ଏବଂ ବାପା ଭୂମିକାରେ ଅଭିନୟ କରିଥିବା ଦମ୍ପତି ଲତା ସବରୱାଲ ଏବଂ ସଞ୍ଜିବ ସେଠ୍ ରିଅଲ ଲାଇଫରେ ମଧ୍ୟ ସ୍ୱାମୀ-ସ୍ତ୍ରୀ। କିନ୍ତୁ ଏବେ ସେମାନଙ୍କ ବିବାହରେ ଫାଟ ସୃଷ୍ଟି ହୋଇଛି। ଏହି ଦମ୍ପତି ବିବାହର ୧୫ ବର୍ଷ…

ବିମାନରେ ଥିଲେ ୧୬୮ ଯାତ୍ରୀ, କମ ଇନ୍ଧନ ଯୋଗୁ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ

ବେଙ୍ଗାଲୁରୁ: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାୟ ଗୋଟିଏ ସପ୍ତାହ ପରେ ଅନ୍ୟ ଏକ ବିମାନର ପାଇଲଟ୍ MAYDAY କଲ୍ କରିଛନ୍ତି। ଇଣ୍ଡିଗୋର ଗୌହାଟୀ-ଚେନ୍ନାଇ ବିମାନର ପାଇଲଟ୍ ଏହି ଜରୁରୀକାଳୀନ କଲ୍ କରିଥିଲେ। ଏହି ଘଟଣାଟି ଜୁନ୍ ୧୯ ତାରିଖରେ ଘଟିଥିଲା ବେଳେ ଏହାକୁ ନେଇ ଯାତ୍ରୀଙ୍କ ଗହଣରେ…

ରେକର୍ଡର ଲମ୍ବା ଲାଇନ ଲଗେଇଦେଲେ ପନ୍ତ

ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ଷ୍ଟାର ୱିକେଟକିପର ରିଷଭ ପନ୍ତ ଶତକ ହାସଲ କରିବା ସହ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କର ୧୩୪ ରନର ଇନିଂସ ବଳରେ ଭାରତ ପ୍ରଥମ ଇନିଂସରେ ୪୭୧ ରନ କରି ଅଲଆଉଟ ହୋଇ ଯାଇଥିଲା । ପନ୍ତ ୱିକେଟକିପର ଭାବେ ଭାରତ ପକ୍ଷରୁ ସର୍ବାଧିକ…

ଅଟୋରେ ୧୭ ଲକ୍ଷ ଟଙ୍କା ରଖିଦେଇ ପଳାଇଲେ ଜଣେ ବ୍ୟକ୍ତି, ପୁଣି ଡ୍ରାଇଭର ଏହାକୁ….

ନୂଆଦିଲ୍ଲୀ: ଆଜିର ସମୟରେ ଯେତେବେଳେ ଲୋକେ ଅନ୍ୟର ଏକ ଟଙ୍କା ହଡ଼ପ କରିବାକୁ ବି ସୁଯୋଗ ଛାଡ଼ନ୍ତି ନାହିଁ, ସେହି ସମୟରେ ମିଜୋରାମର ଜଣେ ସାଧାରଣ ଅଟୋ ଡ୍ରାଇଭର ଲକ୍ଷ ଲକ୍ଷ ଟଙ୍କା ପାଇବା ପରେ ମଧ୍ୟ ଟିକିଏ ବି ଦ୍ୱନ୍ଦ୍ୱରେ ପଡ଼ିଲେ ନାହିଁ। ସେ କୌଣସି ଲୋଭ ନକରି ସେହି ସମସ୍ତ ଟଙ୍କା ତାଙ୍କ…

ଯଶସ୍ୱୀ, ଗିଲ, ପନ୍ତଙ୍କ ଶତକ: ଭାରତ ପ୍ରଥମ ଇନିଂସରେ ୪୭୧ରେ ଅଲଆଉଟ

ଲୀଡ୍ସ: ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ ଓ ରିଷଭ ପନ୍ତଙ୍କ ଶତକ ସହାୟତାରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୭୧ ରନ କରି ଅଲଆଉଟ ହୋଇଯାଇଛି । ଭାରତ ଶେଷ ୭ଟି ୱିକେଟ ୪୧ ରନରେ ହରାଇଥିଲା । ଗିଲ ୧୪୭, ପନ୍ତ ୧୩୪ ଓ ଯଶସ୍ୱୀ ୧୦୧ ରନ କରି ଆଉଟ ହୋଇଥିଲେ । ୮ ବର୍ଷ ପରେ…

ଟାଇମ୍‍ସ ହାୟର ଏଜୁକେସନ୍ ଇମ୍ପାକ୍ଟ ରାଙ୍କିଙ୍ଗ ୨୦୨୫; ଭାରତରେ ୫ମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଟାଇମ୍‍ସ ହାୟର ଏଜୁକେସନ (ଟିଏଚଇ) ଏକ ସର୍ଜନାତ୍ମକ ପଦ୍ଧତିରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ସାମାଜିକ ପ୍ରଭାବ ନେଇ ମୂଲ୍ୟାଙ୍କନ ସହ ରାଙ୍କ ପ୍ରଦାନ କରିଥାଏ। ଏହି ପରିପ୍ରେକ୍ଷୀରେ ବିଶ୍ୱର ଯେଉଁ ବିଶ୍ୱବିଦ୍ୟାଳୟଗୁଡିକ ସାମାଜିକ ପ୍ରଭାବ ଉପରେ କାର୍ଯ୍ୟ କରନ୍ତି ସେହି…