Latest Odisha News

BREAKING NEWS

ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି; ୫୦,୦୦୦ରୁ ଅଧିକ ଲୋକ ପ୍ରଭାବିତ

ବାଲେଶ୍ବର: ପଡ଼ୋଶୀ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଶନିବାର ଦିନ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧିପାଇଛି। ଯାହା ଫଳରେ ବାଲେଶ୍ବର ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହେବା ସହ ୫୦,୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସୂଚନା ଅନୁଯାୟୀ, ଭୋଗରାଇ, ବାଲିଆପାଳ, ବସ୍ତା ତିନୋଟି ବ୍ଲକ୍…

ନିଶାସକ୍ତ ଅବସ୍ଥାରେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର

ନୟାଗଡ: ପୁଣି ଲଜ୍ଜା । ଗାଁ ଦାଣ୍ଡରେ ଆଶା ଦିଦିଙ୍କୁ ମାଡ ମାରି ନିଶାସକ୍ତ ଅବସ୍ଥାରେ ଦୁର୍ବ୍ୟବହାର କଲେ। ନୟାଗଡ ଜିଲ୍ଲା ଫତେଗଡ ଥାନା ପାର୍ବତୀପୁର ଗାଁରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ ଆଶା ଦିଦି ଟୁନି ମହାପାତ୍ର ବିଳମ୍ବିତ ରାତ୍ରୀରେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

ସୁରକ୍ଷା ଆମ ସମସ୍ତଙ୍କଠାରୁ ଆରମ୍ଭ ହୁଏ : ଉଷା ପାଢ଼ୀ

ଭୁବନେଶ୍ବର: ସଡ଼କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହାର ଅତୁଟ ପ୍ରତିବଦ୍ଧତାର ଏକ ଅଂଶ ଭାବରେ, ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (CRUT) 'ଶୂନ ଦୁର୍ଘଟଣା ଦିବସ' ପଦକ୍ଷେପ ଅଧୀନରେ ଏହାର ପ୍ରୟାସକୁ ତୀବ୍ର କରିଛି। ସମସ୍ତ ସିଆରୟୁଟି ଡିପୁ ଏବଂ କାର୍ଯ୍ୟକ୍ଷମ ଟର୍ମିନାଲରେ ଦୈନିକ…

୨୦୦୦ କିମି ଦୂରରୁ ବି ପୂରା ଧ୍ବଂସ କରିଦେବ ସହର, ଜାଣନ୍ତୁ କେତେ ମାରାତ୍ମକ ଇରାନର ଏହି ମିସାଇଲ…..

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଘନାଉଛି ସଙ୍କଟ । ଇସ୍ରାଏଲ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏବେ ଇରାନ ତାର ମାରାତ୍ମକ ଯୁଦ୍ଧ ଅସ୍ତ୍ର ବ୍ୟବହାର କରିବା ଆରମ୍ଭ କରିଦେଇଛି । ଯାହା ବିଶେଷ ଭାବେ କୌଣସି ଦେଶ ଏବଂ ତାହାର ନାଗରିକଙ୍କ ପାଇଁ ଘାତକ ବୋଲି ପ୍ରମାଣିତ ହୁଏ । ଇରାନ ପ୍ରଥମ ଥର…

ଡିଜିସିଏର କଡ଼ା କାର୍ଯ୍ୟାନୁଷ୍ଠାନ; ଏୟାର ଇଣ୍ଡିଆର ୩ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର ନିର୍ଦ୍ଦେଶ

ନୂଆଦିଲ୍ଲୀ: ବାରମ୍ବାର ଉଡ଼ାଣରେ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କ୍ରୁ ସୂଚୀରେ ବିଭ୍ରାଟ ଯୋଗୁଁ ଡିଜିସିଏର ଏୟାର ଇଣ୍ଡିଆକୁ ତୁରନ୍ତ ଏହାର ତିନି ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଅଧିକାରୀମାନେ ରୋଷ୍ଟରିଂ…

ଭୁଲ୍ ମାଗିବା ପରେ ଦୟାଙ୍କ ଉପରୁ ନିଲମ୍ବନ ଉଠାଇଲା ଯାତ୍ରା ମାଲିକ ସଂଘ

ଭୁବନେଶ୍ବର: ଯାତ୍ରା ହାସ୍ୟ ଅଭିନେତା ଦୟାନିଧି ଉପାଧ୍ୟାୟଙ୍କ ଉପରୁ ଉଠିଲା ନିଲମ୍ବନ । ଯାତ୍ରା ମାଲିକ ସଂଘ ସଭାପତି ଓ ମାଷ୍ଟର ଆସୋସିଏସନଙ୍କୁ ଭୁଲ୍ ମାଗିବା ପରେ ଏହି ନିଲମ୍ବନ ଉଠିଛି । ସୂଚନାଥାଉକି, ଯାତ୍ରା ଗୁରୁମାନଙ୍କୁ ସମାଲୋଚନା କରିବା ପରେ ଦୟାଙ୍କ ଉପରେ ବ୍ୟାନ୍ ଲାଗିଥିଲା ।…

ନୀତିଶଙ୍କ ନିର୍ବାଚନ ମୋହରା: ବଢିଲା ବିଧବା, ବୃଦ୍ଧ ଆଉ ଦିବ୍ୟାଙ୍ଗଙ୍କ ପେନସନ୍…

ପାଟନା: ମୁଣ୍ଡ ଉପରେ ବିହାର ବିଧାନସଭା ନିର୍ବାଚନ । ଆଉ ମାସ କେଇଟା ପରେ ନିର୍ବାଚନ ଥିବାରୁ ସବୁ ରାଜନୈତିକ ଦଳ ଜୋରଦାର ପରିଶ୍ରମ ଏବଂ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଥିବା ବେଳେ ଆଜି ବଡ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିଧବା, ବୃଦ୍ଧ ଆଉ…

ରେଳବାଇର ଅବସରପ୍ରାପ୍ତ କର୍ମଚାରୀମାନେ ପୁଣି ପାଇବେ ନିଯୁକ୍ତି, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ରେଳବାଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିଛି ଆଉ ଏକ ସୁଯୋଗ। ଏବେ, ରେଳବାଇରେ ଅଣ-ଗେଜେଟେଡ୍ କିମ୍ବା କ୍ଷୁଦ୍ର-ସ୍ତରୀୟ ଖାଲି ପଦବୀ ପୂରଣ ପାଇଁ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଚୁକ୍ତିନାମାରେ ପୁନଃନିଯୁକ୍ତି କରାଯାଇପାରିବ। ଏପର୍ଯ୍ୟନ୍ତ ନିୟମ ଥିଲା ଯେ ଯେକୌଣସି…

ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର: ଓଡ଼ିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ…

ତୃତୀୟ ବିଶ୍ୱଯୁଦ୍ଧ ଡାକରା ଦେବେ ଚୀନ-ପାକ୍: ସାମ୍ନାକୁ ଆସିଲା ନୋଷ୍ଟ୍ରାଡାମସ୍‌ଙ୍କ ଭୟଙ୍କର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ସାରା ବିଶ୍ୱରେ ଏକପ୍ରକାର ଚର୍ଚ୍ଚା ଚାଲିଛି। କୁହାଯାଉଛି ଯେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧର ଟ୍ରେଲର। ଯେତେବେଳେ କି ଏହା ମଧ୍ୟ କୁହାଯାଉଛି ଯେ ଚୀନ ଏବଂ ପାକିସ୍ତାନ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିବେ। ପ୍ରସିଦ୍ଧ…