Pakistani spy arrested in Nuh: ISIକୁ ଗୁପ୍ତ ସୂଚନା ଦେବା ଅଭିଯୋଗରେ ଓକିଲ ଗିରଫ
ନୂଆଦିଲ୍ଲୀ: ହରିୟାଣାର ନୁହ ଜିଲ୍ଲାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗରେ ପୋଲିସ ଜଣେ ଓକିଲଙ୍କୁ ଗିରଫ କରିଛି। ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ନୁହରେ ରିଜୱାନ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ଏବଂ ନୁହ ପୋଲିସର ଏକ ଦଳ ତାୱାଡୁ…