Nuapada Bypoll: ସରକାରଙ୍କୁ ନବୀନଙ୍କ କଡ଼ା ଟାର୍ଗେଟ୍: କହିଲେ ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି
ନୂଆପଡ଼ା: ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେବାରେ ଲାଗିଲାଣି ନୂଆପଡ଼ା ମାହୋଲ। ନୂଆପଡା ଉପ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ମଇଦାନରେ ନବୀନ। ଦିନ ୧୨ଟାରେ…