India slams Pak: ରାମ ମନ୍ଦିର ଧର୍ମ ଧ୍ଵଜା ନେଇ ବିଷ ଓଗାଳିଲା ପାକିସ୍ତାନ: କଡ଼ା ଜବାବ ଦେଲା ଭାରତ…
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଅଯୋଧ୍ୟାର ରାମ ମନ୍ଦିରରେ ପତାକା ଉତ୍ତୋଳନ କରାଯାଇଥିଲା, ଯାହା ପାକିସ୍ତାନକୁ ଭଲ ଲାଗିନଥିଲା। ପାକିସ୍ତାନ ଭାରତକୁ ଇସଲାମୋଫୋବିୟା ବୋଲି ଅଭିଯୋଗ କରିଥିଲା ଏବଂ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲା। ଭାରତ ସରକାର ପାକିସ୍ତାନର ଏହି ବିବୃତ୍ତି…