ନିଶାସକ୍ତ ଅଟୋ ଡ୍ରାଇଭର; ଟ୍ରେନ ଟ୍ରାକ ଉପରେ ଗାଡ଼ି ରଖି ଏଭଳି କଲେ…
ପାଟଣା: ବିହାରର ସୀତାମାଢ଼ିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଜିଲ୍ଲାର ମେହସୌଲ ଅଞ୍ଚଳର ବୋଲି ଜଣାପଡିଛି।
ଜଣେ ଅଟୋ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ିକୁ ସିଧା ରେଳ ଟ୍ରାକ ଉପରେ ଚଢାଇ ଦେଇଥିଲେ। ସେହି ସମୟରେ ଏକ ଦ୍ରୁତଗାମୀ ଟ୍ରେନ୍ ମଧ୍ୟ ନିକଟବର୍ତ୍ତୀ…