ଟିପିସିଓଡିଏଲର ଭୁବନେଶ୍ୱର ଏବଂ କଟକ ମିଟର ଟେଷ୍ଟିଂ ଲ୍ୟାବକୁ ଏନଏବିଏଲ୍ ମାନ୍ୟତା
ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଭୁବନେଶ୍ୱର ଏବଂ କଟକରେ ଥିବା ଏହାର ମିଟର ଟେଷ୍ଟିଂ ଲାବୋରେଟୋରୀଗୁଡ଼ିକ ନ୍ୟାସନାଲ ଏକ୍ରେଡେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ ଲାବୋରେଟୋରି…