Latest Odisha News

BREAKING NEWS

India vs Pakistan Asia Cup: ଯଦି ହାର୍ଦ୍ଦିକ ପାଣ୍ଡ୍ୟା ବାଦ ପଡ଼ନ୍ତି, ଷ୍ଟାର ଅଲରାଉଣ୍ଡରଙ୍କ ସ୍ଥାନ କିଏ ନେବ?,…

ନୂଆଦିଲ୍ଲୀ: ଆଉ କେଇ ଘଣ୍ଟା ପରେ ଐତିହାସିକ ଏସିଆ କପ୍ ୨୦୨୫ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି । ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ପଲଡା ଭାରି ରହିଥିବା ବେଳେ ଫାଇନାଲ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଟେନସନ କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ଟିମ୍ ଇଣ୍ଡିଆ…

କିଟ୍ ସେଣ୍ଟର ଫର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ଆଣ୍ଡ ମେଡିଏସନ ହେଉଛି ଏକ ସମୟୋଚିତ ପଦକ୍ଷେପ

ଭୁବନେଶ୍ୱର: କିଟ୍ ସେଣ୍ଟର ଫର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ୍ ଆଣ୍ଡ ମେଡିଏସନ (କେସିଆଇଏଏମ୍‌)ର କର୍ଟେନ ରେଜର ଏବଂ ଭିଜନର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଇଣ୍ଟରନ୍ୟାସ୍‌ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍‌ର ବିଚାରପତି ଡ. ଜଷ୍ଟିସ୍ ଅବଦୁଲକାୱି ଏ. ୟୁସୁଫ୍‌; ଭାରତ ଉଚ୍ଚତମ…

୧୨୬ତମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ; ଛଟକୁ ନେଇ ଏହି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି 'ମନ କି ବାତ' କାର୍ଯ୍ୟକ୍ରମର ୧୨୬ତମ ଏପିସୋଡ୍‌କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସହିଦ ଭଗତ ସିଂହ ଏବଂ 'ଭାରତ ରତ୍ନ' ଲତା ମଙ୍ଗେଶକରଙ୍କୁ ସେମାନଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉଭୟ ମହାନ…

ଏଥର ଅଫିସିଆଲ, ମିଥୁନ ମନହାସ ହେଲେ ବିସିସିଆଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ମିଥୁନ ମନହାସ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ତାଙ୍କ ଏକ୍ସ ଆକାଂଉଟରେ ପ୍ରଥମେ ଏହି ଖୁସୀ ଖବର ଶେୟାର କରିଛନ୍ତି । ଜମ୍ମୁ-କଶ୍ମୀରେ ଜନ୍ମିତ ମିଥୁନ ସଭାପତି ହେବେ ବୋଲି ପୂର୍ବରୁ ରିପୋର୍ଟ…

ବିଜୟଙ୍କ ରାଲିରେ ଦଳାଚକଟା; ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ 

କରୁର: ତାମିଲନାଡୁର କରୁରରେ ଶନିବାର ଦିନ ବିଜୟଙ୍କ ରାଲିରେ ହୋଇଥିବା ଦଳାଚକଟାରେ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ। ଆଉ ଏହି ଘଟଣା ପରେ ଥାଲାପତି ବିଜୟ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ…

କୂଲଦୀପ ୭ ବର୍ଷ ପରେ ପୂନର୍ବାର କରିବେ କି କମାଲ

ଦୁବାଇ: ଆଉ କିଛି ସମୟ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ଏସିଆ କପରେ ଭାରତ ୨ଥର ପାକିସ୍ତାନକୁ ହରାଥ ଭଲ ଫର୍ମରେ ରହିଛି । ଆଜିକୁ ୭ ବର୍ଷ ତଳେ କୂଲଦୀପ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଭାରତକୁ ଏସିଆ କପରେ ଚାମ୍ପିୟନ କରାଇବାରେ ମୂଖ୍ୟ…

US Defense Secretary Pete Hegseth: ଯୁଦ୍ଧକୁ ଓହ୍ଲେଇବ କି ଆମେରିକା?

ନୂଆଦିଲ୍ଲୀ: ପୁଣି ଘାରିଲାଣି ବଡ ଯୁଦ୍ଧ ଆଶଙ୍କା । ବିଶ୍ବରେ ପୂର୍ବରୁ ଯୁଦ୍ଧ ଅଶାନ୍ତି ରହିଥିବା ବେଳେ ଏଥିରେ ଏବେ ଏଣ୍ଟ୍ରି ମାରିପାରେ ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କିଛି ମାସ ଧରି, ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ସମସ୍ତ ପ୍ରୟାସ କରିଛନ୍ତି। ଏଥିପାଇଁ…

S Jaishankar at UN: ନାଁ ନନେଇ ପାକିସ୍ତାନକୁ ଭର୍ତ୍ସନା କରି କହିଲେ ଜୟଶଙ୍କର, “ଆତଙ୍କବାଦର ଗନ୍ତାଘର…

ନୂଆଦିଲ୍ଲୀ: ଜାତିସଂଘ ସାଧାରଣ ସଭା (UNGA)ରେ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ପାକିସ୍ତାନର ନାମ ନ ନେଇ କଡ଼ା ସମାଲୋଚନା କରିଥିଲେ। ସେ ଏବଂ ଭାରତୀୟ ପ୍ରତିନିଧି ରେଣ୍ଟାଲା ଶ୍ରୀନିବାସ ପାକିସ୍ତାନକୁ ଆତଙ୍କବାଦର ଗନ୍ତାଘର ଏବଂ ସମଗ୍ର ବିଶ୍ୱ ପାଇଁ ବିପଦ ବୋଲି କହିଥିଲେ। ବୈଦେଶିକ ମନ୍ତ୍ରୀ…

Vijay Rally Stampede: ବିଜୟଙ୍କ ଝଲକ ପାଇଁ ନଖାଇ ନପିଇ ସକାଳୁ ଅପେକ୍ଷାରେ…ଭିଡ ଭିତରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି…

କରୁର: ତାମିଲନାଡୁର କରୁରରେ ଅଭିନେତା ତଥା ରାଜନେତା ବିଜୟଙ୍କ ପ୍ରଚାର ରାଲିରେ ଜୀବନ ବଞ୍ଚାଇବା ଲୋକେ କିପରି ସଂଘର୍ଷ କରୁଛନ୍ତି ତାର ଦୃଶ୍ୟ ସାମ୍ନାକୁ ଆସିଛି । ଅଧିକାଂଶ ଲୋକେ କୁଡ଼ିଆ ଭାଙ୍ଗି ଖସି ପଳାଇବା ରାସ୍ତା ଖୋଜିବାର ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସାମ୍ନାକୁ ଆସିଛି। ବିଜୟଙ୍କ ଝଲକ ପାଇଁ…