Latest Odisha News

BREAKING NEWS

ରାତି ୧୧ଟା ୧୧ରେ ଚୁପଚାପ ଜପ କରନ୍ତୁ ଏହି ମନ୍ତ୍ର, ସବୁ ସମସ୍ୟା ହୋଇଯିବ ଦୂର

ନୂଆଦିଲ୍ଲୀ: ରାତ୍ରିର ନୀରବତା ମଧ୍ୟରେ ଯେତେବେଳେ ଘଣ୍ଟା ୧୧:୧୧ରେ ଟିକ୍‌-ଟିକ୍‌ କରେ, ତାହା କେବଳ ଏକ ସମୟ ନୁହେଁ, ବରଂ ଆପଣଙ୍କ ପାଇଁ  ଏକ ଦିବ୍ୟ ସଙ୍କେତ ହୋଇପାରେ। ଅନେକ ଜ୍ୟୋତିଷୀ ଓ ଆଧ୍ୟାତ୍ମିକ ବିଶେଷଜ୍ଞଙ୍କ ମତରେ, ଏହି ସମୟ ଏକ ଅଦ୍ଭୁତ ଶକ୍ତି ଦ୍ୱାର ଖୋଲିବାର ପ୍ରତୀକ। ଯଦି ଏହି…

ସବୁଠୁ ଉଚ୍ଚ ଚେନାବ ବ୍ରିଜ ନିର୍ମାଣ ପଛରେ ମହିଳାଙ୍କ ହାତ; ୧୭ ବର୍ଷର ପ୍ଲାନିଂ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୬ ତାରିଖରେ ଚେନାବ ରେଳ ସେତୁର ଉଦଘାଟନ କରିଛନ୍ତି। ଏହି ସେତୁ ଭାରତର ଗର୍ବ ଏବଂ ଜମ୍ମୁକୁ ଶ୍ରୀନଗର ସହିତ ସଂଯୋଗ କରୁଥିବା ବିଶ୍ୱର ସର୍ବୋଚ୍ଚ ଏକକ-ଆର୍ଚ ରେଳ ସେତୁ ବୋଲି କୁହାଯାଉଛି। ନଦୀ ଶଯ୍ୟାରୁ ୩୫୯ ମିଟର ଉଚ୍ଚତାରେ ନିର୍ମିତ ଏହି…

୭୦ ବର୍ଷ ପରେ ବିବାହ କଲେ ବୃଦ୍ଧ ପ୍ରେମୀଯୁଗଳ

ଜୟପୁର: ସୋସିଆଲ ମିଡିଆରେ ଏକ ବୃଦ୍ଧ ପ୍ରେମୀଯୁଗଳଙ୍କ ବିବାହ ବେଶ ଭାଇରାଲ ହେବାରେ ଲାଗିଛି । ୭୦ ବର୍ଷ ଧରି ଲିଭ ରିଲେଶନଶିପରେ ରହିବା ପରେ ସେମାନେ ଏବେ ବିବାହ କରିଛନ୍ତି । ରାଜସ୍ଥାନର ଡୁଗୁରପୁରରେ ଏହି ଘଟଣା ଘଟିଛି । ବୃଦ୍ଧ ବ୍ୟକ୍ତିଙ୍କୁ ୯୫ ହୋଇଥିବା ବେଳେ ବୃଦ୍ଧାଙ୍କ ବୟସ ୯୦ ବର୍ଷ ।…

କଟକରେ ସମୀକ୍ଷା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଆହତ

କଟକ: କଟକକୁ ଯିବା ବେଳେ ରବିବାର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଜୁନ୍ ୧୩ ତାରିଖରେ ତଳ ବାଲି ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ନାରୀ ଶକ୍ତି ମେଳାର ବ୍ୟବସ୍ଥା ସମୀକ୍ଷା କରିବା ପାଇଁ ସେ ଯିବା ବେଳେ ଏହି ଅଘଟଣ…

ଶ୍ରୀମନ୍ଦିରରେ ଅଘଟଣ; ଗରମ ଡାଲି ପଡି ୭ଭକ୍ତ ଆହତ

ପୁରୀ:ଶ୍ରୀମନ୍ଦିର ପରିସରରେ ରବିବାର ଅଘଟଣ ଘଟିଛି । ଶ୍ରୀମନ୍ଦିରରେ ଗରମ ଡାଲି ପଡ଼ି ୭ଜଣ ଭକ୍ତ ଆହତ ହୋଇଛନ୍ତି । ଗରମ ଡାଲି ପଡ଼ିଥିବା ସମସ୍ତ ଭକ୍ତ ନୟାଗଡ଼ ବାସିନ୍ଦା ବୋଲି କୁହାଯାଉଛି । ଆହତ ୭ଜଣଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ…

ଶ୍ରେୟାଶ ହେବେ ଭାରତ ଧଳା ବଲ କ୍ରିକେଟର ଅଧିନାୟକ

ଟିମ ଇଣ୍ଡିଆ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯାଇଛି । ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନଙ୍କ ପରି ଖେଳାଳିଙ୍କ ଅବସର ପରେ ବିଦେଶମାଟିରେ ଭାରତର ପ୍ରଦର୍ଶନ ଉପରେ ନଜର ରହିବ । ଶୁଭମନ ଗିଲଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କ ପାଇଁ ଏହି ସିରିଜ…

ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ରାଜଧାନୀରେ ହେବ ଗେଷ୍ଟ ହାଉସ୍‌

ଭୁବନେଶ୍ବର: ଭୁବନେଶ୍ବର ଆସୁଥିବା ପାଇଁ ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ଗେଷ୍ଟ ହାଉସ୍ । ରାଜସ୍ବ ମନ୍ତ୍ରୀ ସ‌ୁରେଶ ପୂଜାରୀ ରବିବାର ଏହି ସୂଚନା ଦେଇଛନ୍ତି। ମୋହନ ସରକାରଙ୍କ ଏହି ପଦକ୍ଷେପ କାର୍ଯ୍ୟରେ ପରିଣତ ହେଲେ ଅନ୍ୟ ଜିଲ୍ଲାରୁ ତଥା ଶହଶହ କିଲୋମିଟର ଦୂରରୁ ଭୁବନେଶ୍ବର ଆସୁଥିବା…

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ଟ୍ରାଫିକ କଟକଣା ଜାରି; ଜାଣନ୍ତୁ କେଉଁପଟେ ଯିବେ…

ପୁରୀ: ଜୁନ୍ ୧୧ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିରର ଦେବସ୍ନାନ ପୂର୍ଣ୍ଣିମା ହେବ। ଏହି ଅବସରରେ ପୁରୀରେ ବହୁ ସଂଖ୍ୟକ ଭକ୍ତଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ଫଳରେ ସୁଗମ ଯାନବାହାନ ଚଳାଚଳ ପାଇଁ ପୋଲିସ ରବିବାର ଏକ ଟ୍ରାଫିକ ପରାମର୍ଶ ଜାରି କରିଛି। ଚାର ଚକିଆ ଯାନ ୧. ବ୍ରହ୍ମଗିରି…

ବିଦ୍ୟୁତ ଆଘାତରେ ଆଖିବୁଜିଲେ ୩ ଶ୍ରମିକ

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଘଟଣ ।ବିଦ୍ୟୁତ ଆଘାତରେ ୩ ଶ୍ରମିକଙ୍କ ଚାଲିଗଲା ଜୀବନ । ସୂଚନା ଅନୁସାରେ ଗଗନଧୂଳି ଗାଁର ବାପି ମାଝୀଙ୍କର ଘରେ ଆଜି ଶ୍ରମିକମାନେ ପାଇଖାନା ଟାଙ୍କି ପାଇଁ କାମ କରୁଥିବା ହଠାତ୍‌ ସମସ୍ତ ଶ୍ରମିକ ବିଦ୍ୟୁତ…

ଋଣରେ ବୁଡ଼ିଛି ପାକିସ୍ତାନ; ତଥାପି ନେତାଙ୍କ ଦରମା ୫୦୦% ବଢ଼ାଇଲା

ଇସଲାମାବାଦ: ଋଣ ଭାରରେ ବୁଡ଼ିଛି ପାକିସ୍ତାନ। ଏଠି ସାଧାରଣ ଜନତା ଦିନକୁ ଦୁଇ ଓଳି ଖାଇବା ପାଇଁ ସଂଘର୍ଷ କରୁଥିବା ବେଳେ ପାକିସ୍ତାନ ସଂସଦର ଏକ ନିଷ୍ପତ୍ତି କୋଟି କୋଟି ନାଗରିକଙ୍କ ଆଶାକୁ ଦୋହଲାଇ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାର ଜାତୀୟ ସଂସଦର ବାଚସ୍ପତି…