Latest Odisha News

BREAKING NEWS

Very Heavy Rainfall Alert: ଫିକା ପଡିବ ପାର୍ବଣ ମଜା: ଆସୁଛି ବଡ ବର୍ଷା, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ…

ଭୁବନେଶ୍ୱର: ଆସୁଛି ବଡ ବର୍ଷା । ସେପ୍ଟେମ୍ବର ୨୩ରୁ ବଦଳିବ ରାଜ୍ୟରେ ପାଗ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ୨୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସମୁଦ୍ରରେ ଲଘୁଚାପ ସୃଷ୍ଟି ହୋଇପାରେ । ଘନିଭୂତ ହୋଇ ଏହା ଅବପାତରେ ପରିଣତ ହେବ । ଏହାର…

ଫରେଷ୍ଟ ଗାର୍ଡ ପରୀକ୍ଷାର ଫିଜିକାଲ ଟେଷ୍ଟ ବେଳେ ଟଳି ପଡ଼ିଲେ ଯୁବକ

ମୟୂରଭଞ୍ଜ: ଚାକିରି କରିବାକୁ ଯାଇଥିଲେ ହେଲେ ଶବ ହୋଇ ଫେରିଲେ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ଗ୍ରାମର କୃଷ୍ଣ ଗୋପାଳ ଫରେଷ୍ଟ ଗାର୍ଡ ପରୀକ୍ଷାର ରିଟିନ୍ କ୍ଲିଅର କରିବା ପରେ ଫିଜିକାଲ ଟେଷ୍ଟ ପାଇଁ ବାଲେଶ୍ବର ଯାଇଥିଲେ । ଗତକାଲି ଫିଜିକାଲ ଟେଷ୍ଟ ବେଳେ ଅଚାନକ ଟଳି ପଡ଼ିଲେ।…

Manipur Attack: ମଣିପୁରରେ ଆସାମ ରାଇଫଲ୍ସ କାଫିଲେ ଉପରେ ଆକ୍ରମଣ, ୨ ସୈନିକ ସହିଦ୍, ୫ ଆହତ

ଇମ୍ଫାଲ: ମଣିପୁରରେ ପୁଣି ଥରେ ଅର୍ଦ୍ଧସାମରିକ ବାହିନୀକୁ ଟାର୍ଗେଟ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ବିଷ୍ଣୁପୁର ଜିଲ୍ଲାରେ ଏକ ସଶସ୍ତ୍ର ଗୋଷ୍ଠୀ ଆସାମ ରାଇଫଲ୍ସ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ଆସାମ ରାଇଫଲ୍ସର ଦୁଇ ସୈନିକ ସହିଦ୍ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି…

Former MLA George Tirkey: ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ପରଲୋକ, ଗତ କିଛି ମାସ ଧରି ଥିଲେ ଅସୁସ୍ଥ…

ଭୁବନେଶ୍ୱର: ବରିଷ୍ଠ ଆଦିବାସୀ ନେତା ତଥା ବୀରମିତ୍ରପୁରର ଚାରିଥରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ଗତ କିଛି ମାସ ଧରି ସେ ଅସୁସ୍ଥ ଥିବା ବେଳେ ଗତକାଲି ୬୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।…

Trump all with Xi: TikTok ଚୁକ୍ତିକୁ ମଞ୍ଜୁରୀ, ଆସନ୍ତା ବର୍ଷ ଗସ୍ତ କରିବେ ଚୀନ୍…ଜିନପିଙ୍ଗଙ୍କ ସହ କଥା ହେଲେ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକଟକ୍ ଚୁକ୍ତିକୁ ନେଇ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ଟିକଟକ୍ ଚୁକ୍ତି ଖୁବ୍ ଶୀଘ୍ର ଆସୁଛି ଏବଂ ନିବେଶକମାନେ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ଶୁକ୍ରବାର କହିଛନ୍ତି ଯେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକାରେ…

H-1B Visa: ଆଉ ଏକ ଝଟକା ଦେଲେ ଟ୍ରମ୍ପ, H-1B ଭିସା ଫି ବୃଦ୍ଧି, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ୫୦ ପ୍ରତିଶତ ଶୁଳ୍କ ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟଙ୍କୁ ଆଉ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ରମ୍ପ ପ୍ରଶାସନ H-1B ଭିସା ନିୟମ ପରିବର୍ତ୍ତନ କରିଛି ଏବଂ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରି ଏହାକୁ କାର୍ଯ୍ୟକାରୀ କରିଛି। ନୂତନ…

Passbook Lite: PF ଧାରକଙ୍କ ପାଇଁ ଖୁସି ଖବର; ଏବେ ଗୋଟିଏ କ୍ଲିକ୍‌ରେ ସମ୍ପୂର୍ଣ୍ଣ ଆକାଉଣ୍ଟ ବିବରଣୀ…

ନୂଆଦିଲ୍ଲୀ: EPFO ନିଜର ଡିଜିଟାଲ୍ ପୋର୍ଟାଲକୁ ଅପଡେଟ୍ କରିଛି । ଯାହା ସଦସ୍ୟମାନଙ୍କୁ ଗୋଟିଏ ଲଗଇନ୍ ମାଧ୍ୟମରେ ସମସ୍ତ ସେବା ଏବଂ ଆକାଉଣ୍ଟ ସୂଚନା ପାଇବାକୁ ଅନୁମତି ଦେଇଛି। ଏହା ପୂର୍ବରୁ ଜଟିଳ ଏବଂ ସମୟ ସାପେକ୍ଷ ପ୍ରକ୍ରିୟାକୁ ସରଳ ଏବଂ ତ୍ୱରାନ୍ୱିତ କରିବ। ପୂର୍ବରୁ, ସଦସ୍ୟମାନଙ୍କୁ…

Iran’s Chabahar Port: ‘ଚାବାହାର ପ୍ରକଳ୍ପ ଉପରେ ଆମେରିକାର ନିଷ୍ପତ୍ତିର ପରିଣାମ ସମୀକ୍ଷା କରୁଛି…

ନୂଆଦିଲ୍ଲୀ: ଆମେରିକା ଇରାନର ରଣନୈତିକ ଚାବାହାର ବନ୍ଦର ଉପରେ ୨୦୧୮ ରେ ଦିଆଯାଇଥିବା ପ୍ରତିବନ୍ଧକ କୋହଳ (Sanctions Waiver)କୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ୨୯ ସେପ୍ଟେମ୍ବର, ୨୦୨୫ ରେ କାର୍ଯ୍ୟକାରୀ ହେବ ଏବଂ ଏହାକୁ ୱାଶିଂଟନର "ସର୍ବାଧିକ ଚାପ" ଅଭିଯାନ…

Oscars 2026: ୨୦୨୬ ଓସ୍କାର ଦୌଡ଼ରେ ଏହି ଭାରତୀୟ ଫିଲ୍ମ, ଆସନ୍ତା ୨୬ରେ ପରଦାକୁ ଆସିବ

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର "ହୋମବାଉଣ୍ଡ-Homebound "କୁ ୨୦୨୬ ଓସ୍କାର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ଚଳଚ୍ଚିତ୍ରଟି ବେଷ୍ଟ ଆନ୍ତର୍ଜାତୀୟ ଫିଚର ବର୍ଗରେ ମନୋନୀତ ହୋଇଛି । (ଶୁକ୍ରବାର) ସେପ୍ଟେମ୍ବର ୧୯ ରେ କୋଲକାତାରେ ଏନ. ଚନ୍ଦ୍ରା ଏହା ଘୋଷଣା କରିଥିଲେ। କରଣ ଜୋହରଙ୍କ…