Subhadra Shakti Bazaar: ସବୁ ଜିଲ୍ଲାରେ ନିର୍ମାଣ ହେବ ‘ସୁଭଦ୍ରା ଶକ୍ତି ବଜାର’, ବଜାରୀକରଣ ହେବ ଏସଏଚଜି ଦ୍ୱାରା…
ଭୁବନେଶ୍ଵର: ଭୁବନେଶ୍ୱରରେ ନିର୍ମାଣ ହେବ ‘ସୁଭଦ୍ରା ଶକ୍ତି ବଜାର’। ପ୍ରତ୍ୟେକ ଜିଲ୍ଲାରେ ‘ସୁଭଦ୍ରା ଶକ୍ତି ବଜାର’ ବି ପ୍ରତିଷ୍ଠା ହେବ। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ବଜାରୀକରଣ ହେବ।…