ଆର୍ଚ୍ଚରଙ୍କୁ ନେଇ ବଡ ଖୁଲାସା କଲେ ବୁମରାହ
ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଲର୍ଡସରେ ଖେଳାଯାଉଛି । ଉଭୟ ଟିମ ମଧ୍ୟରେ ତୃତୀୟ ଦିବସ ସୁଦ୍ଧା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଛି । ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ବୁମରାହ ଇଂଲଣ୍ଡର ଜୋଫ୍ରା ଆର୍ଚ୍ଚରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଏକ ବଡ…