ପଞ୍ଜାବର ପୂର୍ବତନ ଡିଜିପିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ବୋହୂ ସହ ଥିଲା ଅନୈତିକ ସମ୍ପର୍କ…
ଚଣ୍ଡୀଗଡ଼: ପଞ୍ଜାବର ପୂର୍ବତନ ଡିଜିପି ମହମ୍ମଦ ମୁସ୍ତାଫାଙ୍କ ବିରୁଦ୍ଧରେ ତାଙ୍କ ପୁଅ ଆକିଲ ଅଖତରଙ୍କୁ ହତ୍ୟା କରିବା ନେଇ ଏକ ମାମଲା ରୁଜୁ କରାଯାଇଛି।
ତେବେ ଏହି ମାମଲାର ତଦନ୍ତ ପାଇଁ ପୋଲିସ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଗଠନ କରିଛି। ଅକିଲ ଅଖତର ପେଶାରେ ପଞ୍ଜାବ ଏବଂ ହରିୟାଣା…