କପିଲ ଶର୍ମାଙ୍କ ନୂଆ କାଫେକୁ ଗୁଳିମାଡ
ନୂଆଦିଲ୍ଲୀ: କିଛି ଦିନ ତଳେ କପିଲ ଶର୍ମା ଏବଂ ତାଙ୍କ ପତ୍ନୀ ମିଶି କାନାଡାରେ କପିଲ୍ସ କାଫେ ନାମରେ ଏକ କାଫେ ଖୋଲିଥିଲେ। ସୋସିଆଲ ମିଡିଆରେ ଗିନି ଏହାର ଏକ ଝଲକ ସେୟାର କରି କହିଥିଲେ ଯେ ଗତ ୨ ବର୍ଷର କଠିନ ପରିଶ୍ରମ ପରେ ଏହି ବ୍ୟବସାୟ ଆରମ୍ଭ ହୋଇପାରିଛି। କିନ୍ତୁ ଏହି କାଫେ ଉପରେ ହଠାତ୍ …