Latest Odisha News

BREAKING NEWS

ପୁଣି ଜମାତ-ଏ-ଇସଲାମୀ…ବଢିବ ଭାରତ ଚିନ୍ତା !

ନୂଆଦିଲ୍ଲୀ: ବାଂଲାଦେଶର ମହମ୍ମଦ ୟୁନୁସଙ୍କ ପାକିସ୍ତାନ ପ୍ରେମ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ ମାମଲା ଦର୍ଜ କରିଛନ୍ତି ଅନ୍ତରୀଣ ସରକାର । ଏହାସହ ପାକିସ୍ତାନର ସମର୍ଥକ ଜମାତ-ଏ-ଇସଲାମୀକୁ ରାଜନୈତିକ ଦଳ ଭାବେ ପୁଣି ପଂଜୀକରଣ କରିବାକୁ ଅନୁମତି…

କମଲଙ୍କୁ କଡା ସମାଲୋଚନା କଲେ କୋର୍ଟ: କହିଲେ, ‘ତୁମେ କମଲ ହାସନ ହୁଅ କି, ଆଉ ଯିଏ….’

ନୂଆଦିଲ୍ଲୀ: ତାମିଲନାଡୁରେ ଏବେ ଭାଷା ବିବାଦ ତେଜିଥିବା ବେଳେ, ଏଥିରେ ଘିଅ ଢାଳିବା ଭଳି କାମ କରିଛନ୍ତି ଅଭିନେତା କମଲ ହାସନ । ଯାହାକୁ ନେଇ ଏବେ କମଲଙ୍କୁ ଭତ୍ସନା କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । କନ୍ନଡ-ତାମିଲ ଭାଷାକୁ ନେଇ ଚାଲିଥିବା ବିବାଦରେ ଅଭିନେତା କମଲ ହାସନଙ୍କୁ କର୍ଣ୍ଣାଟକ…

‘୨୦ ନୁହେଁ, ୨୮ ଜାଗାକୁ ଧ୍ବଂସ କରିଛି ଭାରତ’, ସତ ମାନିଲା ପାକିସ୍ତାନ….

ନୂଆଦିଲ୍ଲୀ: ଭାରତର ‘ଅପରେସନ ସିନ୍ଦୂର’,  ସାରା ବିଶ୍ବ ଦେଖିଲା କେମିତି ସବକ୍ ଶିଖିଲା ପାକିସ୍ତାନ । ହେଲେ ପାକିସ୍ତାନ ପ୍ରଥମେ ପ୍ରଥମେ ଏହାକୁ ମାନିବାକୁ ନାରାଜ ଥିଲା । ପରେ କିଛି ସମୟ ଅପରେସନ ସିନ୍ଦୂର ନେଇ ଅନେକ ମିଛ କହି ଭାରତ ଦ୍ବାରା ହୋଇଥିବା କ୍ଷତି ନେଇ କୁମ୍ଭୀର କାନ୍ଦଣା…

ଗୁଜୁରାଟରେ ଖୋଲିବ ଅପରେସନ ସିନ୍ଦୂର ସ୍ମୃତି ଉଦ୍ୟାନ….

ଗାନ୍ଧୀନଗର: ଗୁଜୁରାଟରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ଅପରେସନ ସିନ୍ଦୂରର ସ୍ମାରକୀ ପାର୍କ । ଏନେଇ ଯୋଜନା ଚଳାଇଛନ୍ତି ଗୁଜୁରାଟ ସରକାର । ପାକିସ୍ତାନରୁ ସୃଷ୍ଟି ହେଉଥିବା ଆତଙ୍କବାଦ ପ୍ରତି ଭାରତର ସାମରିକ ପ୍ରତିକ୍ରିୟା - ଅପରେସନ୍ ସିନ୍ଦୂର ପାଇଁ ଉତ୍ସର୍ଗୀକୃତ ଏକ ସ୍ମାରକୀ ପାର୍କ ଉପରେ…

୭ ମାସର ଶିଶୁକନ୍ୟାକୁ କଚାଡି ମାରିଲା ନୃଶଂସ ବାପା

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହରୁ ସାତ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଥିବା ଜଣାପଡିଛି । ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଉଦାସାହି ଗ୍ରାମର ସଞ୍ଜୟ ଚାତାର ଶ୍ୱଶୁର ଘର…

ସାବାଡ ହେବେ ଠକ ଖଜା ଦୋକାନୀ! ଆକ୍ସନମୋଡରେ ପ୍ରଶାସନ..

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କର ଛପନ ଭୋଗ ମଧ୍ୟରୁ ଖଜାର ଏକ ସ୍ବତନ୍ତ୍ରତା ରହିଛି । ଯିଏ ପୁରୀ ଆସିବ ସେ ଆଉ କିଛି ନଉକି ନନଉ ହେଲେ ଖଜା ଯେମିତି ହେଲେ ନେଇକି ଯିବ । ପୁରୀରେ ଭିନ୍ନଭିନ୍ନ ରକମର ଖଜା ମିଳେ । ଶ୍ରୀକ୍ଷେତ୍ରର ପ୍ରାୟ ସବୁ ସାହିରେ ଖଜା ମିଳେ । ହେଲେ ଦୁଃଖର ବିଷୟଯେ, ଏହି ଖଜା…

ପାକିସ୍ତାନର ବ୍ରହ୍ମପୁତ୍ର ପାଣି ଧମକକୁ ମିନିଟରେ ଧୋଇଲେ ଆସାମ ମୁଖ୍ୟମନ୍ତ୍ରୀ….

ନୂଆଦିଲ୍ଲୀ: ଭାରତର ସିନ୍ଧୁ ନଦୀ ଚୁକ୍ତି ବନ୍ଦ ପରେ, ଏବେ ପାକିସ୍ତାନରେ ପାଣିର ହାହାକାର ସୃଷ୍ଟି ହୋଇଛି । ଯାହାକୁ ନେଇ ଚୀନର ଶରଣ ପଶିଛି ପାକିସ୍ତାନ । ପାଣିର ଜବାବ ପାଣିରେ ଦେବ ବୋଲି ଚୀନ ସାଙ୍ଗରେ ବଡ ପ୍ଲାନ ଚଳାଇଛି । ଯଦି ଭାରତ ସିନ୍ଧୁ ନଦୀ ଜଳ ସମସ୍ୟା ସମାଧାନ ନକରେ, ଚୀନ…

ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା, ବୁଲିପାରିବେ ପର୍ଯ୍ୟଟକ

ସମ୍ବଲପୁର: ଅପରେସନ ସିନ୍ଦୂର ସମୟରେ ହୀରାକୁଦ ଦଳଭଣ୍ଡାରର ସୁରକ୍ଷା ପାଇଁ ଜାରି ହୋଇଥିବା କଟକଣାକୁ ଆଜି ପ୍ରତ୍ୟାହର କରାଯାଇଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ଆସିପାରିବେ ପର୍ଯ୍ୟଟକ । ଏହି କଟକଣା ହଟିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଆହୁରି କହିଛନ୍ତି ଯେ,…

ଆଇପିଏଲରେ ଅଜବ ଗଜବ ସଂଯୋଗ….ସବୁ କିଛି ୧୮

ଅହମ୍ମଦାବାଦ:ଆଇପିଏଲ ୨୦୨୫ ଫାଇନାଲ ପୂର୍ବରୁ ଏକ ଅଜବ ଗଜବ ସଂଯୋଗ ଦେଖିବାକୁ ମିଳିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ରିପୋର୍ଟ ଅନୁସାରେ ୧୮ ନମ୍ବରର ଏକ ଚମତ୍କାର ସଂଯୋଗ ଦେଖିବାକୁ ମିଳୁଛି । ସୂଚନାଯୋଗ୍ୟ, ବିରାଟ କୋହଲିଙ୍କ ଜର୍ସି…