Latest Odisha News

BREAKING NEWS

ସୁପର ଏଇଟ ମୁକାବିଲା ପୂର୍ବରୁ ଭାରତକୁ ଶକ୍ତ ଧକ୍କା, ସିରାଜ ଆଘାତପ୍ରାପ୍ତ

ଅହମ୍ମଦାବାଦ: ଟି୨୦ ବିଶ୍ୱକପ ୨୦୨୬ ସୁପର ଏଇଟ ମୁକାବିଲା ପାଇଁ ଭାରତୀୟ ଟିମ ପ୍ରସ୍ତୁତ ହୋଇଛି । ତେବେ ଦକ୍ଷିଣ ଆଫ୍ରିକା ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି । ଷ୍ଟାର ପେସ ବୋଲର ମହମ୍ମଦ ସିରାଜ ଅଭ୍ୟାସ ସେଶନରେ ଆଘାତପ୍ରାପ୍ତ ହୋଇଛନ୍ତି । ହର୍ଷିତ ରାଣା ଶେଷ ମୂହର୍ତରେ…

୨୬ ବର୍ଷ ପରେ ଏକତ୍ର ଅଭିନୟ କରିବେ ଜ୍ୟାକି, ଶିଳ୍ପା

ମୁମ୍ବାଇ: ବଲିଉଡର ଦୁଇ ପ୍ରତିଷ୍ଠିତ କଳାକାର ଜ୍ୟାକି ଶ୍ରଫ ଓ ଶିଳ୍ପା ଶେଟ୍ଟୀ ୨୬ ବର୍ଷ ପରେ ପୂନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ୨୦୦୦ରେ ସେମାନେ ଶେଷ ଥର ପାଇଁ ଜଙ୍ଗ ଫିଲ୍ମରେ ଅଭିନୟ କରିଥିଲେ । ଆମାଜନ ପ୍ରାଇମ ଭିଡିଓର ଏକ ୱେବ ସିରିଜରେ ସେମାନଙ୍କୁ ପୂନର୍ବାର ଏକତ୍ର…

Sargun Mehta Pregnancy: ବିବାହର ୧୨ ବର୍ଷ ପରେ ରବି ଦୁବେଙ୍କ ଘରେ ପଡ଼ିବ କି କୁନି ପାଦ? ମାଆ ହେବେ ସରଗୁନ୍…

ମୁମ୍ବାଇ: ଅଭିନେତା ରବି ଦୁବେ ଏବଂ ସରଗୁନ୍ ମେହତା ଟିଭି ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରସିଦ୍ଧ ଏବଂ ପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଜଣେ। ଉଭୟ ପ୍ରାୟତଃ କୌଣସି ନା କୌଣସି କାରଣ ପାଇଁ ଶିରୋନାମାରେ ରହିଥାନ୍ତି। ବର୍ତ୍ତମାନ, ଏକ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯାହା ତାଙ୍କ ପ୍ରଶଂସକଙ୍କୁ…

ଆରଏସଏସର କାମ ନିଜସ୍ୱ ନୁହେଁ, ବରଂ ଦେଶର ନାମ ବଡ କରିବା: ମୋହନ ଭାଗବତ

ଲକ୍ଷ୍ନୌ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଉତ୍ତର ପ୍ରଦେଶର ମିରଟରେ ଜାତୀୟ ଏବଂ ଆନ୍ତର୍ଜାତୀୟ ଖେଳାଳିମାନଙ୍କ ସହିତ ଏକ ଆଲୋଚନା କାର୍ଯ୍ୟକ୍ରମ ଯୋଗଦେବା ଅବସରରେ ସେ କହିଛନ୍ତି ଯେ, ସଂଘର ଲକ୍ଷ୍ୟ ନିଜ ନାମ ପ୍ରଚାର କରିବା ନୁହେଁ ବରଂ ଦେଶର ନାମ ପ୍ରଚାର କରିବା ।…

Severe Road Accident: ପୃଥକ ପୃଥକ ଦୁଇଟି ଦୁର୍ଘଟଣା, ୩ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ଜରପଡ଼ା ଥାନା ଇଲାକା ମରାତିରା ଛକ ନିକଟରେ ଭୟଙ୍କର ଦୁର୍ଘଟଣା । ଟ୍ରକ ପଛରେ ଏକ କାର୍ ବାଡେଇ ହେବା କାରଣରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ତାଳଚେରର ଅମିତ କୁମାର ସାହୁ ଓ ଭୀଷ୍ମ ଦାସ । ଶୁକ୍ରବାର ରାତିରେ ଘଟିଥିବା…

‘ପ୍ରଧାନମନ୍ତ୍ରୀ ମୋଦି ଜଣେ ମହାନ ବ୍ୟକ୍ତି, କିନ୍ତୁ ବାଣିଜ୍ୟ ଚୁକ୍ତିନାମାରେ କୌଣସି ପରିବର୍ତ୍ତନ ହେବ ନାହିଁ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ କହିଛନ୍ତି ଯେ, ଆମେରିକା ସୁପ୍ରିମକୋର୍ଟ ତାଙ୍କର ପୂର୍ବ ଟାରିଫ୍ କୁ ପ୍ରତ୍ୟାହାର କରିବା ସତ୍ତ୍ୱେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି…

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଟ୍ରମ୍ପଙ୍କ ସମାଲୋଚନା; କହିଲେ, ସବୁ ଦେଶ ଉପରେ ୧୦% ଟାରିଫ୍ ଲାଗୁ କରିବି

ଓ୍ବାଶିଂଟନ୍: ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ରମ୍ପଙ୍କ ଶୁଳ୍କକୁ ବେଆଇନ ଘୋଷଣା କରିଛନ୍ତି। ଆମେରିକାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଟ୍ରମ୍ପଙ୍କ ଶୁଳ୍କ ଲାଗୁ କରିବାର ପଦ୍ଧତି ଭୁଲ। ଶୁକ୍ରବାର ସୁପ୍ରିମକୋର୍ଟ ଟ୍ରମ୍ପଙ୍କ…

Weather Update: ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି; ୪୮ ଘଣ୍ଟା ମଧ୍ୟରେ ଏହି ସ୍ଥାନରେ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୪୮ ଘଣ୍ଟାରେ ଏହାର ସ୍ଥିତି ଓ ପ୍ରଭାବ ସ୍ପଷ୍ଟ ହେବ । ୨୩ ତାରିଖ ସୋମବାର ବେଳକୁ ପାଗ ମୁଖ୍ୟତଃ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିସହ ବିଜୁଳି, ଘଡ଼ଘଡ଼ି ଓ ପବନ ବହିବା…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ; ଠିକାସଂସ୍ଥା ନାଁରେ ଥାନାରେ ଅଭିଯୋଗ

କେନ୍ଦୁଝର:ଆନନ୍ଦପୁର ଥାନା ବୁଢ଼ୀକୁଦ ଗାଁ ନିକଟରେ ଅଘଟଣ । ଶୁକ୍ରବାର ଦିନ ବୁଢ଼ୀକୁଦ ଗାଁ ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ ଘଟିଛି। ୧୫ ଫୁଟ୍‌ ଗାତରେ ପାଇପ୍‌ ଖଞ୍ଜା କାମ ସମୟରେ ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର…