Latest Odisha News

BREAKING NEWS

ନେପାଳ ପ୍ରଳୟଙ୍କରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୩୯୨କୁ ବୃଦ୍ଧି

ନୂଆଦିଲ୍ଲୀ: ଛାତି ଥରାଉଛି, ଲୋମଟାଙ୍କୁରି ଉଠୁଛି। ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ପାହାଡ଼ି ଦେଶ ନେପାଳ। ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଚିତ୍ର। ଧ୍ବଂସାବଶେଷ ତଳେ ଜାରି ରହିଛି ଜୀବନ ଖୋଜା। ପାହାଡ଼ି ଦେଶ ନେପାଳରେ ପ୍ରକୃତିର ଭୟଙ୍କର ତାଣ୍ଡବ। ଏଯାଏଁ ୩୯୨ ଜଣଙ୍କ ମୃତ୍ୟୁ…

କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ସମନ୍, ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ

କଟକ: ଜିଲ୍ଲାପାଳଙ୍କ ପାଇଁ ବଢିଲା ଅଢୁଆ। ସହରର ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଗଠନକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁଥିପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। କଟକ ସହର ଟ୍ରାଫିକ୍ ପରିଚାଳନା…

ଗାଡ଼ି ଉପରେ ଅତର୍କିତ ଆକ୍ରମଣ କଲେ ସଶସ୍ତ୍ର ଉଗ୍ରବାଦୀ;୪ମୃତ,ଜଣେ ନିଖୋଜ

ନୂଆଦିଲ୍ଲୀ:ଗୁରୁବାର ଦିନ ମଣିପୁରର କାଙ୍ଗପୋକପି ଜିଲ୍ଲାରେ ସଶସ୍ତ୍ର ଉଗ୍ରବାଦୀଙ୍କ ଦ୍ୱାରା କରାଯାଇଥିବା ଏକ ଅତର୍କିତ ଆକ୍ରମଣରେ ଅତିକମରେ ଚାରି ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ମକୁଇ ଅଶାଙ୍ଗ ଏବଂ ଥାବାମ୍ବା ନାଗା ମଧ୍ୟରେ ଥିବା ଏକ ଦୁର୍ଗମ ଅଞ୍ଚଳରେ ଏହି…

ମନ୍ଦିରରୁ ଚୋରି ଘଟଣାରେ ବନ୍ଧାହେଲେ ୩ ମୂର୍ତ୍ତି ଚୋର

ଚାନ୍ଦିଲି:ରାୟଗଡ଼ାର ଚାନ୍ଦିଲି ଥାନା ଅନ୍ତର୍ଗତ ପେଣ୍ଟା ଶିବ ମନ୍ଦିରରୁ ଚୋରି ଘଟଣାର ପୋଲିସ କରିଛି ପର୍ଦ୍ଦାଫାସ । ଅଗଷ୍ଟ ୨୪ ତାରିଖ ମଧ୍ୟରାତ୍ରିରେ ପେଣ୍ଟା ଶିବ ମନ୍ଦିରରୁ ଶିବ ଓ ପାର୍ବତୀଙ୍କ ଧାତୁ ମୂର୍ତ୍ତି ସମେତ ବିଭିନ୍ନ ପୂଜା ସାମଗ୍ରୀ ଚୋରି ହୋଇଥିଲା। ଏହି ଘଟଣାରେ ୩ ଜଣ…

Fraud case: ୧୧ ବର୍ଷ ପରେ ଫେରାର ପୋଷ୍ଟମାଷ୍ଟର ଗିରଫ;ଜମାକାରୀଙ୍କ ୧୪ଲକ୍ଷ ହଡ଼ପ ଅଭିଯୋଗ

ଭୁବନେଶ୍ୱର:ଜମାକାରୀଙ୍କ ପ୍ରାୟ ୧୪ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ୧୧ ବର୍ଷ ଧରି ଫେରାର ଥିବା ତତ୍କାଳୀନ ଶାଖା ପୋଷ୍ଟମାଷ୍ଟରଙ୍କୁ ବରଗଡ଼ରୁ ଗିରଫ କରିଛି ଭୁବନେଶ୍ବର ସିବିଆଇ। ପରିବାରର ଏକ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ତାଙ୍କୁ କାବୁ କରାଯାଇଛି । ସିବିଆଇ ସୂଚନା ଅନୁଯାୟୀ, ଶବ୍ଦା ସ୍ୱାଇଁ…

Golabandha displaced families: ୪ ଦଶନ୍ଧିର ଅପେକ୍ଷାର ଅନ୍ତ; ଗୋଳାବନ୍ଧର ୧୩୭୧ ବିସ୍ଥାପିତଙ୍କ ପାଇଁ ୭୫.୬୦…

ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷା ଓ ସଂଘର୍ଷ ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା। ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ…

ହକି ବିଶ୍ୱକପ୍: ୧୯୭୪ ପରେ ଭାରତୀୟ ମହିଳା ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଆମଷ୍ଟରଡାମ୍ (ନେଦରଲ୍ୟାଣ୍ଡସ): ସେମିଫାଇନାଲ୍ ଦୌଡ଼ରୁ ସାମାନ୍ୟ ପାଇଁ ବାଦ୍ ପଡ଼ିଥିବା ଭାରତୀୟ ମହିଳା ହକି ଦଳ ବିଶ୍ୱକପ୍‌ରେ ଏକ ସ୍ମରଣୀୟ ବିଜୟ ସହ ନିଜର ଅଭିଯାନ ଶେଷ କରିଛି । ଗୁରୁବାର ଖେଳାଯାଇଥିବା ୫ମ-୬ଷ୍ଠ ସ୍ଥାନ  ମ୍ୟାଚ୍‌ରେ ସଲିମା ଟେଟେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଜର୍ମାନୀକୁ…

ଡବ୍ଲ୍ୟୁଟିସି ଫାଇନାଲ ରେସରେ ଭାରତକୁ ବଡ଼ ଝଟ୍‌କା, ବାକି ୭ରୁ ୬ଟି ଜିତିବା ଜରୁରୀ

ନୂଆଦିଲ୍ଲୀ: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ । ସହଜ ବିଜୟ ଆଡ଼କୁ ବଢ଼ୁଥିବା ଟିମ୍ ଇଣ୍ଡିଆର ଆଶା ଉପରେ ଶ୍ରୀଲଙ୍କା ବ୍ୟାଟର ସୋନାଲ ଦିନୁଷା ପାଣି ଢାଳିଦେଇଛନ୍ତି । ପ୍ରଥମ ଇନିଂସ ପରେ ଦ୍ୱିତୀୟ ଇନିଂସରେ ବି ଦିନୁଷାଙ୍କ ଲଢୁଆ ଶତକ…

ଉଜବେକିସ୍ତାନ-କିର୍ଗିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି, SCO ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାରଠାରୁ ଉଜବେକିସ୍ତାନ ଏବଂ କିର୍ଗିସ୍ତାନକୁ ଚାରି ଦିନିଆ ଗସ୍ତରେ ଯିବେ। ଏହି ଗସ୍ତର ଉଦ୍ଦେଶ୍ୟ ଉଜବେକିସ୍ତାନ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ସଂଘାଇ ସହଯୋଗ ସଂଗଠନ (SCO)ର ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା।…

ନେପାଳ ବିଭୀଷିକାରେ ନିଖୋଜ ଥିବା ଓଡ଼ିଆ ଯୁବତୀ ସୁରକ୍ଷିତ

ଭୁବନେଶ୍ୱର: ନେପାଳର ରାସୁୱା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି ବନ୍ୟା। ଏପର୍ଯ୍ୟନ୍ତ ପ୍ରଳୟଙ୍କାରୀ ବନ୍ୟାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୧୫ଟି ହେଲିକାଫ୍ଟର ସାହାଯ୍ୟରେ ନେପାଳ ସେନା ଦ୍ୱାରା ରିଲିଫ କାର୍ଯ୍ୟ ଜାରି ରହିଛି। ସେହିପରି ୨୫୦ରୁ ଅଧିକ…