ନିଟ୍-ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ନିଟ୍-ପିଜି ପରୀକ୍ଷାକୁ ନେଇ ଶୁକ୍ରବାର ସର୍ବୋଚ୍ଚନ୍ୟାୟାଳୟଙ୍କ ବଡ ନିଷ୍ପତ୍ତି । ଏଣିକି ଗୋଟିଏ ସିଟିଂରେ ହେବ ନିଟ୍-ପିଜି ପରୀକ୍ଷା । ନିଟ୍-ପିଜି 2025 ପରୀକ୍ଷାକୁ ୨ଟି ସିଟିଂରେ ଆୟୋଜନ କରିବା ସମ୍ପର୍କିତ ଏକ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଏକ ଆବେଦନ…