ଜଗନ୍ନାଥଙ୍କ ସପକ୍ଷରେ ବାହାରିଲେ ଜୟନାରାୟଣ; କହିଲେ, ବିଜେଡିର ହ୍ୟାଙ୍ଗଓଭର ଯାଇନି..
ଭୁବନେଶ୍ବର: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ତାଙ୍କ ଗିରଫଦାରିକୁ ନାପସନ୍ଦ କରି OAS ଅଫିସରଙ୍କୁ ଟାର୍ଗେଟ୍ କଲେ ଜୟନାରାୟଣ । ସେ କହିଛନ୍ତି ଯେ, OAS ଅଫିସରଙ୍କ ବିଜେଡି ହ୍ୟାଙ୍ଗଓଭର ଯାଇନି । ଗୋଟିଏ ପଟେ ବନ୍ୟା ସ୍ଥିତି,…