ପଥରରେ ପିଟିହୋଇ ଖଣ୍ଡଖଣ୍ଡ ହେଲା ହେଲିକପ୍ଟର, ୫ ମୃତ
ଦାଗେସ୍ତାନ: ନଭେମ୍ବର ୭ରେ ଋଷର ଦାଗେସ୍ତାନ ରାଜ୍ୟରେ ଏକ ଋଷୀୟ କେଏ-୨୨୬ ହେଲିକପ୍ଟର ନିୟନ୍ତ୍ରଣ ହରାଇ କାସ୍ପିଆନ ସାଗର ଅଞ୍ଚଳରେ ଦୁର୍ଘଟଣା ଗସ୍ତ ହୋଇଥିବା ସୂଚନା ମିଳିଛି। ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଥିଲା।
ତେବେ ମୃତକଙ୍କ ମଧ୍ୟରେ…