ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବେ ଆଉ ୮ ଚିତା
ଭୋପାଳ: ପ୍ରୋଜେକ୍ଟ ଚିତା ଅଧୀନରେ ଆଉ ୮ଟି ଚିତା ଭାରତ ଆସିବାକୁ ଯାଉଛନ୍ତି। ଏହି ପ୍ରକଳ୍ପ ଅଧୀନରେ ୨୦୨୨ ମସିହାରେ ଚିତା ଅଣାଯାଇଥିଲା।
ବର୍ତ୍ତମାନ ଭାରତରେ ମୋଟ ଚିତା ସଂଖ୍ୟା ୨୭ ରହିଛି। ଯେଉଁଥିରୁ ୧୬ଟି ଭାରତୀରେ ଜନ୍ମ ହୋଇଥିଲେ। ଏଥିମଧ୍ୟରୁ ୨୪ଟି କୁନୋରେ ଏବଂ ତିନୋଟି ଗାନ୍ଧୀ ସାଗର…