Latest Odisha News

BREAKING NEWS

ଭାରତରେ UPSC, ପାକିସ୍ତାନରେ ବଡ଼ ଅଫିସର ହେବାକୁ ହେଲେ କେଉଁ ପରୀକ୍ଷା ଦେବାକୁ ପଡ଼ିଥାଏ? ଜାଣିଲେ ତାଜୁବ ହୋଇଯିବେ

ଭୁବନେଶ୍ୱର: ଭାରତରେ ଯେତେବେଳେ ଟପ୍ ଲେଭେଲ୍ ସରକାରୀ ଅଧିକାରୀଙ୍କ ବିଷୟରେ କୁହାଯାଏ, ତେବେ IAS ଏବଂ IPS ପ୍ରଥମେ ଆସିଥାଏ। ଏହି ଅଧିକାରୀମାନେ ଦେଶର ନୀତିଗୁଡ଼ିକୁ ଲାଗୁ କରିବା, ପ୍ରଶାସନକୁ ଚଳାଇବା ଏବଂ ଆଇନ ବ୍ୟବସ୍ଥା ରକ୍ଷା କରିବା ପରି କାର୍ଯ୍ୟଗୁଡ଼ିକରେ ମହତ୍ୱପୂର୍ଣ୍ଣ ଭୂମିକା…

ଏଆଇ ଏବଂ ଏସଆଇ ମଧ୍ୟରେ ଫସି ଯିବାନି ତ ଆମେ

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଆର୍ଟିଫିଶିୟାଲ ଇଂଟେଲଜେନ୍ସର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଅତ୍ୟଧିକ ଟେକ୍ନୋଲୋଜିର ବ୍ୟବହାର ବ୍ୟକ୍ତିଗତ ଜୀବନର ଗୋପନୀୟତାକୁ ପଦାରେ ପକାଇବା ଆଶଙ୍କା ରହିଛି । ଇତି ମଧ୍ୟରେ ଏଆଇଠାରୁ ଆଉ ପାଦେ ଆଗକୁ ଯାଇ ସିନ୍ଥେଟିକ ଇଂଟେଲଜେନ୍ସି ବାହାର କରାଯାଇଛି…

କାହିଁକି କିଛି ଦେଶରେ ବାମ, ଆଉ କିଛି ଦେଶରେ ଡାହାଣ ପଟେ ହୋଇଥାଏ ଡ୍ରାଇଭିଂ? ଜାଣନ୍ତୁ ଏହାପଛର ଅସଲ କାରଣ

ନୂଆଦିଲ୍ଲୀ : ଆପଣ ଗାଡ଼ି କିମ୍ବା ପବ୍ଲିକ୍ ଟ୍ରାନ୍ସପୋର୍ଟ୍‌ରେ ଯାତ୍ରା କରିବାର ନିଶ୍ଚିତ ଅନୁଭବ ରହିଥିବ। ସେହି ସମୟରେ ଆପଣ ଦେଖିଥିବେ ଯେ ଗାଡ଼ିଗୁଡ଼ିକ ଯେଉଁ ସାଇଡ୍'ରେ ଚଳାଉଛନ୍ତି, ଡ୍ରାଇଭର୍'ର ସିଟ୍ ତାହାର ବିପରୀତ ପଟେ ରହିଛି। ଯେମିତି ଭାରତରେ ଗାଡ଼ିଗୁଡ଼ିକ ସଡ଼କର ଲେଫ୍ଟ୍…

ଖୁବଶୀଘ୍ର ସ୍ୱଦେଶୀ କାବେରୀ ଇଞ୍ଜିନକୁ LCA ତେଜସରେ କରାଯିବ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତର ମହାକାଶ ଜଗତରେ ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛି । DRDO ସୂତ୍ର ଅନୁସାରେ, ସ୍ୱଦେଶୀ କାବେରୀ ଇଞ୍ଜିନକୁ ଖୁବ୍ ଶୀଘ୍ର ଲାଇଟ କମ୍ବେଟ ଇଞ୍ଜନ (LCA) ତେଜସରେ ପରୀକ୍ଷଣ କରାଯିବ । ଏହା ପ୍ରଥମ ଥର ହେବ ଯେତେବେଳେ ଭାରତର ନିଜସ୍ୱ ବିକଶିତ ଇଞ୍ଜିନକୁ ବିମାନରେ ପରୀକ୍ଷଣ…

୩୧ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ; ଆକର୍ଷଣ ସାଜିଛି ଭାରତନାଟ୍ୟମ୍ ଏବଂ ଓଡ଼ିଶୀ ନୃତ୍ୟ

ଭୁବନେଶ୍ୱର: ସୃଜନ-ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଆୟୋଜିତ ୩୧ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ତୃତୀୟ ସନ୍ଧ୍ୟା ଅବିସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଥିଲା। ପ୍ରଖ୍ୟାତ ଭାରତନାଟ୍ୟମ୍ ଗୁରୁ-ଶିଷ୍ୟ ଯୋଡ଼ି ସମ୍ରାଟ ଦତ୍ତ ଏବଂ ସାନ୍ତନୁ ରାୟଙ୍କ ଦ୍ୱାରା…

ସେପ୍ଟେମ୍ବର ୧୩ ଯାଏଁ ବର୍ଷାରୁ ନିସ୍ତାର ନାହିଁ

ଭୁବନେଶ୍ୱର: ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ତରଫରୁ ସୋମବାର ଦିନ ସୂଚନା ଦିଆଯାଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର…

ଏନଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ, ଜମ୍ମୁ-କଶ୍ମୀର ସମେତ ୫ଟି ରାଜ୍ୟର ୨୨ ସ୍ଥାନରେ ଚଢ଼ାଉ

ଶ୍ରୀନଗର: ସୋମବାର ସକାଳୁ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚଢାଉ କରିଛି । ଏହା ସହିତ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଚଢାଉ କରାଯାଉଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦେଶର ପ୍ରାୟ ୨୨ଟି ସ୍ଥାନରେ ଚଢାଉ କରାଯାଇଛି । ଏହି ସମସ୍ତ ମାମଲା ଆଭ୍ୟନ୍ତରୀଣ…

ଶିଶୁ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ୍; ୧୨ ଗିରଫ ୬ ଶିଶୁ ଉଦ୍ଧାର

ନୂଆଦିଲ୍ଲୀ: ବଡ ଶିଶୁ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ଦିଲ୍ଲୀ ପୋଲିସ । ଏହି ଗ୍ୟାଙ୍ଗର ପିଲାମାନଙ୍କୁ ଚୋରି କରିବା ପରେ ବିକ୍ରି କରୁଥିଲା । ତେବେ ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ସେମାନଙ୍କ ନିକଟରୁ ୬ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏହି ଗ୍ୟାଙ୍ଗଗୁଡ଼ିକ ଏକ ସଂଗଠିତ…

ଏଥର ବି ବୁମରାହଙ୍କ ବଲରେ ଛକା ମାରିବା ପାକିସ୍ତାନ ଟିମ ପାଇଁ ଚ୍ୟାଲେଞ୍ଜ

ଦୁବାଇ: ଏସିଆ କପ ୨୦୨୫ କ୍ରିକେଟ ଟୁର୍ଣ୍ଣାମେଂଟରେ ଭାରତ ଓ ପାକିସ୍ତାନ ଟିମ ସେପ୍ଟମ୍ବର ୧୪ରେ ସାମ୍ନାସାମ୍ନି ହେବେ । ଏହି ରୋମାଂଚକ ମୁକାବିଲାରେ ପାକିସ୍ତାନ ଟିମ ପାଇଁ ଯଶପ୍ରୀତ ବୁମରାହ ପୂନର୍ବାର ଏକ ବଡ ଚ୍ୟାଲେଞ୍ଜ ଭାବେ ଉଭା ହେବେ । ତେବେ ଏହି ଚ୍ୟାଲେଞ୍ଜ କଣ ? ଆନ୍ତର୍ଜାତୀୟ ଟି୨୦ରେ…

Protest in Nepal: ସୋସିଆଲ ମିଡିଆ ବ୍ୟାନକୁ ନେଇ ନେପାଳ ଅଶାନ୍ତ, ସଂସଦରେ ପ୍ରବେଶ କଲେ ପ୍ରଦର୍ଶନକାରୀ; ୧୪ ଜଣଙ୍କ…

ନୂଆଦିଲ୍ଲୀ:ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ନେପାଳରେ ଅରାଜକତା ଦେଖାଦେଇଛି। Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ଯୁବକମାନେ ସେପ୍ଟେମ୍ବର 8 ତାରିଖରୁ…