Priyanka Gandhi: ଶାଶୂ ହେବେ ପ୍ରିୟଙ୍କା, ବିବାହ କରିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ
ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ଏବଂ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଦ୍ୱାରଦେଶରେ ଖୁବ୍ଶୀଘ୍ର ବିବାହର ଘଣ୍ଟି ବାଜିବ। ପ୍ରିୟଙ୍କା ଗାନ୍ଧୀ ଏବଂ ଶିଳ୍ପପତି ରବର୍ଟ ଭାଡ୍ରାଙ୍କ ପୁଅ ରେହାନ ଭାଡ୍ରା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ ରେହାନ ନିକଟରେ ଅବିଭା…