IIC ବିୟୁଟିଙ୍କ ମୃତ୍ୟୁ ମାମଲା: ମିଳିଛି ଡିଜିଟାଲ ପ୍ରମାଣ
କଟକ: ଚାଉଳିଆଗଞ୍ଜ ଥାନା IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣା ଏବେ ଏକ ବଡ଼ ରହସ୍ୟ ଘେରରେ ରହିଛି। ପୋଲିସ ଏହାକୁ ଏକ ଅସ୍ୱାଭାବିକ ମୃତ୍ୟୁ (UD Case) ଭାବେ ପଞ୍ଜିକରଣ କରି ତଦନ୍ତ ଜାରି ରଖିଛି। ଉକ୍ତ ମାମଲାର ତଦନ୍ତ ପାଇଁ ଗଠିତ ହୋଇଛି ୩ଟି ସ୍ବତନ୍ତ୍ର ଟିମ୍। ଏନେଇ ସୂଚନା ଦେଲେ କଟକ…