ଆଉ ଏକ ରେକର୍ଡ ଦ୍ବାରରେ ISRO, ‘ବାହୁବଳୀ’ରୁ ଉତକ୍ଷେପଣ ହେବ ଦେଶର ସବୁଠାରୁ ଓଜନଦାର ଉପଗ୍ରହ…
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ୪,୦୦୦ କିଲୋଗ୍ରାମରୁ ଅଧିକ ଯୋଗାଯୋଗ ଉପଗ୍ରହ CMS-୦୩ ରବିବାର ଉତକ୍ଷେପଣ କରାଯିବ, ଏବଂ କାଉଣ୍ଟଡାଉନ୍ ଚାଲିଛି। ମହାକାଶ ସଂସ୍ଥା କହିଛି ଯେ ପ୍ରାୟ ୪,୪୧୦ କିଲୋଗ୍ରାମ ଓଜନର ଏହି ଉପଗ୍ରହଟି ଭାରତ ମାଟିରୁ ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର…