Maoists Surrender: ଲାଲବାହିନୀକୁ ପୁଣି ଏକ ଶକ୍ତ ଝଟକା, ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ
ନୂଆପଡ଼ା: ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ। ଛତିଶଗଡ଼ ଗରିଆବନ୍ଧ ଏସ୍ପିଙ୍କ ପାଖରେ ଆତ୍ମସମର୍ପଣ କରିଥିବା ସୂଚନ। ଧରାଇ ଦେବାକୁ ପ୍ରତ୍ୟେକଙ୍କ ପାଇଁ ୧ ଲକ୍ଷ ଲେଖାଏଁ ପୁରସ୍କାର ଥିଲା। ୩ଜଣ ହାର୍ଡକୋର ମାଓବାଦୀ ସଂଗଠନ ଛାଡି ଛତିଶଗଡ଼ ଗରିଆବନ୍ଧ ଏସ୍ପିଙ୍କ ପାଖରେ ଆତ୍ମସମର୍ପଣ…