Latest Odisha News

BREAKING NEWS

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ; ଶ୍ରୀକ୍ଷେତ୍ରରେ ହଜାର ହଜାର ହବିଷ୍ୟାଳି

ଭୁବନେଶ୍ୱର: ଚଳିତ ବର୍ଷର କାର୍ତ୍ତିକ ବ୍ରତ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବ୍ରତ ପାଳନ ପାଇଁ ହବିଷ୍ୟାଳିମାନେ ପୁରୀରେ ଆସି ପହଞ୍ଚିଛନ୍ତି। ତେବେ ୧ ମାସ ଧରି ଚାଲିବାକୁ ଥିବା ଏହି ବ୍ରତ ନଭେମ୍ବର ୫ରେ ସମାପ୍ତ ହେବ। ପୁରୀ ର ୫ ଟି ହବିଷ୍ୟାଳୀ କେନ୍ଦ୍ର ରେ ୨୫ଶହ ହବିଷ୍ୟାଳୀଙ୍କ ପାଇଁ…

ପୁଣି ୨୫% ଟାରିଫ୍ ଲଗାଇଲେ ଟ୍ରମ୍ପ, ଜାଣନ୍ତୁ କାହା ଉପରେ ପଡ଼ିବ ପ୍ରଭାବ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ଶୁଳ୍କ ବୋମା ପକାଇଛନ୍ତି। ଆମେରିକାରେ ପ୍ରବେଶ କରୁଥିବା ବିଦେଶୀ ଟ୍ରକଗୁଡ଼ିକ ଉପରେ ନୂତନ ଶୁଳ୍କ ଲାଗୁ କରାଯିବ। ଟ୍ରମ୍ପଙ୍କ ଅନୁଯାୟୀ, ଅନ୍ୟ ଦେଶରୁ ଆମେରିକାରେ ପ୍ରବେଶ କରୁଥିବା ସମସ୍ତ ମଧ୍ୟମ ଏବଂ ଭାରୀ ଟ୍ରକଗୁଡ଼ିକ ଉପରେ…

ଇସ୍ରାଏଲ ଓ ଗାଜା ଯୁଦ୍ଧକୁ ପୂରିଲା ୨ ବର୍ଷ, ଜାଣନ୍ତୁ କେତେ ଯୁଦ୍ଧ ଲଢ଼ିଲାନି…

ନୂଆଦିଲ୍ଲୀ: ଅକ୍ଟୋବର ୭, ୨୦୨୩ ମଧ୍ୟପ୍ରାଚ୍ୟ ଇତିହାସର ଏକ କଳା ଅଧ୍ୟାୟ। ଠିକ୍ ଦୁଇ ବର୍ଷ ପୂର୍ବେ ଏହି ଦିନ ପାଲେଷ୍ଟାଇନୀ ସଂଗଠନ ହମାସ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା। ବହୁ ସଂଖ୍ୟକ ନିରୀହ ନାଗରିକଙ୍କୁ ହତ୍ୟା କରାଯାଇଥିଲା ଏବଂ ଅନେକଙ୍କୁ ବନ୍ଧକ କରାଯାଇଥିଲା। ହମାସର ଏହି…

ଦୁର୍ଘଟଣା ପରେ ବିଜୟ ଦେବରକୋଣ୍ଡାଙ୍କ ପ୍ରତିକ୍ରିୟା…

ହାଇଦ୍ରାବାଦ: ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ବିଜୟ ଦେବରକୋଣ୍ଡା ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଘଟଣା ଜୋଗୁଲାମ୍ବା ଜିଲ୍ଲାର ଜାତୀୟ ରାଜପଥ ୪୪ରେ ଘଟିଛି। ରିପୋର୍ଟ ଅନୁଯାୟୀ ତାଙ୍କ କାରକୁ ପଛରୁ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଥିଲା। ଏଥିରେ ଅଭିନେତାଙ୍କ କାର…

Tesla Optimus robot: ଟେସଲାର ରୋବୋଟ୍ ଶିଖୁଛି ମାର୍ଶାଲ୍ ଆର୍ଟ; ଭିଡିଓ ସେୟାର କରି ମସ୍କ କହିଲେ…

ନୂଆଦିଲ୍ଲୀ: ଏଲନ ମସ୍କ ଟେସଲା ଅପ୍ଟିମସ୍ (Tesla Optimus)ହ୍ୟୁମାନୋଏଡ୍ ରୋବୋଟର ଏକ ନୂତନ ଭିଡିଓ ସେୟାର କରିଛନ୍ତି ,ଯେଉଁଥିରେ ରୋବୋଟଟି Kung Fu ଶିଖୁଥିବା ଏବଂ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରୁଥିବାର ଦେଖାଯାଉଛି। ଭିଡିଓରେ Optimus ପ୍ରତ୍ୟେକ ଆକ୍ରମଣର ଅନୁକରଣ ନକରି ଏହାର ଜବାବ…

ଇଟାଲୀରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦକ୍ଷିଣ ଇଟାଲୀର ମାଟେରା ସହରରେ ଏକ ସଡ଼କ ଦୁର୍ଘଟଣାରେ ଚାରି ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ସୋମବାର ଦିନ ରୋମ ସ୍ଥିତ ଭାରତୀୟ ଦୂତାବାସ ଘଟଣା ବିଷୟରେ ସୂଚନା ଦେଇଛି। ମାଟେରା ସହରର ସ୍କାନଜାନୋ ଜୋନିକୋ ମ୍ୟୁନିସିପାଲିଟି ଅଞ୍ଚଳରେ କାରଟି ଏକ ଟ୍ରକ୍ ସହିତ ଧକ୍କା ହେବା…

ମାଉଣ୍ଟ ଏଭରେଷ୍ଟରରେ ତୁଷାରପାତ; ଫସି ରହିଛନ୍ତି ହଜାରେ ପର୍ବତାରୋହୀ

ନୂଆଦିଲ୍ଲୀ: ତୁଷାରପାତ ଯୋଗୁଁ ମାଉଣ୍ଟ ଏଭରେଷ୍ଟର ତିବ୍ଦତୀୟ ଭାଗରେ ଫସି ରହିଛନ୍ତି ପ୍ରାୟ ୧,୦୦୦ ପର୍ବତାରୋହୀ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୪,୯୦୦ ମିଟରରୁ ଅଧିକ ଉଚ୍ଚତାରେ ଅବସ୍ଥିତ ଏହି ଅଞ୍ଚଳରେ ତୁଷାରପାତ ରାସ୍ତା ଅବରୋଧ କରିଛି ଏବଂ ସେଗୁଡ଼ିକୁ…

ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା ମୃତ

ବ୍ରହ୍ମପୁର: ଗୁଳିମାଡ଼ରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ତାଙ୍କ ମୃତ୍ୟୁ । ବ୍ରହ୍ମାନଗର ଅଞ୍ଚଳରେ କିଛି ସମୟ ପୂର୍ବେ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ । ବାଇକ୍‌ରେ ଆସି ୨ ରାଉଣ୍ତ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ । ଏମ୍‌କେସିଜିରେ ମୃତ ଘୋଷଣା କଲେ ଡାକ୍ତର । ରାଜ୍ୟ…

Havisiyali Brata: ଆସନ୍ତାକାଲିଠାରୁ ଆରମ୍ଭ ହବିଷ୍ୟାଳୀ ବ୍ରତ

ପୁରୀ: ୨୦୨୫ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ଚଳିତ ମାସ ୭ ତାରିଖ ତଥା ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି। ବିଭିନ୍ନ ଜିଲ୍ଲାରୁ ମାଆ ମାନେ ଶ୍ରୀକ୍ଷେତ୍ରରେ ପହଞ୍ଚିଲେଣି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ୪ ଟି ସ୍ଥାନରେ ହବିଷ୍ୟାଳୀ ମାଆ ମାନଙ୍କ ରହଣି ବ୍ୟବସ୍ଥା…

Night Curfew: ବାଲେଶ୍ୱରରେ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ: ରାତି ୧୦ରୁ ସମସ୍ତ ଦୋକାନ ବନ୍ଦ

ବାଲେଶ୍ବର: ଜିଲ୍ଲା ପ୍ରଶାସନର କଡ଼ାକଡ଼ି ନିୟମ ଜାରି କରାଯାଇଛି। ବାଲେଶ୍ବର ସହରରେ ଆଜି ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଓ ଦୋକାନବଜାର ବନ୍ଦ ରହିବ। ଏହି ନିୟମ ଆସନ୍ତା ୨୧ ତାରିଖ ଦୀପାବଳି ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ପୁଲିସ ପ୍ରଶାସନ ପକ୍ଷରୁ ମାଇକ…