Latest Odisha News

BREAKING NEWS

MY Bharat 2.0 ପୋର୍ଟାଲ ଲଞ୍ଚ, କିପରି କରିବେ ପଞ୍ଜିକରଣ ଜାଣନ୍ତୁ…

ନୂଆଦିଲ୍ଲୀ: ସରକାର କୋଟି କୋଟି ଯୁବକ ଯୁବତୀଙ୍କ ପାଇଁ ନୂତନ MY Bharat 2.0 ପୋର୍ଟାଲ୍ ଆରମ୍ଭ କରିଛନ୍ତି । ଏହି ପ୍ଲାଟଫର୍ମକୁ କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଭାବରେ ବିକଶିତ କରାଯାଇଛି । ଏହି ପ୍ଲାଟଫର୍ମ ପ୍ରଯୁକ୍ତିବିଦ୍ୟାକୁ ପ୍ରଥମ ପଦ୍ଧତି ରଖି ଯୁବପିଢ଼ିଙ୍କୁ ସଶକ୍ତ…

ବିଏମସି ଆକ୍ରମଣ ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ନବୀନ

ଭୁବନେଶ୍ବର: ବିଏମସିରେ ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ । ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ଏହି ଘଟଣାର ଭିଡିଓ ଦେଖି ମର୍ମାହତ ହୋଇଥିବା ସେ  କହିଛନ୍ତି। ଏଥିସହ ତୁରନ୍ତ…

ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ରେକର୍ଡ଼ ପରିମାଣର ଅଧିକ ରବି ଧାନ ସଂଗ୍ରହ ହୋଇଛି

ଭୁବନେଶ୍ୱର: ରବି ଧାନ ସଂଗ୍ରହ ୨୦୨୪-୨୫ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ରବି ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ଆଜି ଏହି ସଂଗ୍ରହ ପ୍ରକ୍ରିୟାର ଅବଧି ଶେଷ ହେବାକୁ…

ଜୁଲାଇ ୧ରୁ ଯାତ୍ରୀବାହୀ ଟ୍ରେନ୍ ସେବା ପାଇଁ ମୌଳିକ ଭଡ଼ାକୁ ଯୁକ୍ତିଯୁକ୍ତ କରିଛି ରେଳବାଇ

ଭୁବନେଶ୍ବର: ଭଡ଼ା ଗଠନକୁ ସୁବ୍ୟବସ୍ଥିତ କରିବା ଏବଂ ଯାତ୍ରୀ ସେବାର ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଲକ୍ଷ୍ୟରେ ରେଳ ମନ୍ତ୍ରଣାଳୟ ୧ ଜୁଲାଇ ୨୦୨୫ରୁ ଲାଗୁ ହୋଇଥିବା ଯାତ୍ରୀବାହୀ ଟ୍ରେନ୍ ସେବାର ମୌଳିକ ଭଡ଼ାକୁ ଯୁକ୍ତିଯୁକ୍ତ କରିଛି ସଂଶୋଧିତ ଭଡ଼ା ଭାରତୀୟ ରେଳ ସମ୍ମିଳନୀ ସଂଘ (IRCA)…

ଜୋ ରୁଟଙ୍କ ଟାର୍ଗେଟରେ ରାହୁଲ ଡ୍ରାଭିଡଙ୍କ ରେକର୍ଡ

ନୂଆଦିଲ୍ଲୀ: ଜୁଲାଇ ୨ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଏଜବାଷ୍ଟନରେ ଖେଳାଯିବ । ଜୋ ରୁଟ ଏହି ମ୍ୟାଚରେ ରାହୁଲ ଡ୍ରାଭିଡ ଓ ଜ୍ୟାକ୍ସ କାଲିସଙ୍କୁ ପଛରେ ପକାଇ ପାରନ୍ତି । ସେ ଯଦି ୨୦୨ ରନ କରିବେ ତେବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ହାସଲରେ ଉପରୋକ୍ତ ଦୁଇ ମହାନ…

ଜନଶୁଣାଣି ବେଳେ ବିଏମସିର ଅତିରିକ୍ତ କମିଶନରଙ୍କୁ ଆକ୍ରମଣ; ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ବିଏମସିରେ ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ । ସୋମବାର ଅଭିଯୋଗ ଶୁଣାଣି ଚାଲିଥିବାବେଳେ ୫ ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ଧଶେଇ ପଶି ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଯାହାକୁ ନେଇ ସାରା ରାଜ୍ୟର ଚର୍ଚ୍ଚା । ଏହି ଆକ୍ରମଣ ଘଟଣାରେ ୩…

ଭିଜିଲାନ୍ସ ହାତରେ ଧରାପଡିଥିବା ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କୁ ୪ ବର୍ଷ କାରାଦଣ୍ଡାଦେଶ

ଅନୁଗୁଳ: ଜଣେ କଣ୍ଟ୍ରୋଲ ଦୋକାନୀ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ଯୋଗାଣ ନିରୀକ୍ଷକ ବବି ଲତା ବେହେରାଙ୍କୁ ୪ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ଅନୁଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏହା ସହ ୨୫ ହଜାର ଟଙ୍କା ଜୋରିମନା ଦେବାକୁ ଧାର୍ଯ୍ୟ ହୋଇଛି । ଯଦି ଜୋରିମନା ଅନାଦେୟ ହୁଏ…

ଶରଧାବାଲିରେ ଦଳାଚକଟା ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ନୋଟିସ୍

ପୁରୀ: ଶରଧାବାଲିରେ ଦଳାଚକଟା ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ନୋଟିସ୍ । ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଜବାବ ତଲବ କରିଛନ୍ତି କମିଶନ । ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ଏତେ ବଡ଼ ଅଘଟଣ ଘଟିଲା ତା’ ଉପରେ…

ଆଉ ସ୍ଲିପ ପୋଜିଶନରେ ଫିଲ୍ଡିଂ କରିବେନି ଯଶସ୍ୱୀ

ଏଜବେଷ୍ଟନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଏଜବାଷ୍ଟନରେ ଜୁଲାଇ ୨ରୁ ଆରମ୍ଭ ହେବ । ୫ ମ୍ୟାଚ ବିଶିଷ୍ଟ ତେନ୍ଦୁଲକର-ଆଣ୍ଡରସନ ଟ୍ରଫିରେ ଭାରତ ଏବେ ୦-୧ରେ ପଛୁଆ ରହିଛି । ପ୍ରଥମ ଟେଷ୍ଟରେ ଖରାପ ଫିଲ୍ଡିଂ ପ୍ରଦର୍ଶନ କରିଥିବା ଯଶସ୍ୱୀ ଜୈସୱାଲଙ୍କୁ ଏଥର ସ୍ଲିପ ପୋଜିଶନରେ…

କ୍ୟାପଟେନ କୁଲକୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କଲେ ଧୋନୀ

ରାଂଚୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଦୁନିଆରେ କ୍ୟାପଟେନ କୁଲ ଭାବେ ପରିଚିତ । ଏବେ ଧୋନୀ କ୍ୟାପଟେନ କୁଲ ଶବ୍ଦକୁ ଟ୍ରେଡମାର୍କ କରିବା ପାଇଁ ଆବେଦନ କରିଛନ୍ତି । ଯଦି ତାଙ୍କୁ ଏଥିପାଇଁ ଅନୁମତି ମିଳିବ ତେବେ ଅନ୍ୟ କୌଣସି ବ୍ୟକ୍ତି କିମ୍ବା…