Sakhigopal Radha pada darshan: ସଜେଇ ହେଉଛି ସାକ୍ଷୀଗୋପାଳ; କାଲି ମା’ରାଧାରାଣୀଙ୍କ ଓଡ଼ିଆଣୀ ବେଶ
ପୁରୀ: ଆସନ୍ତାକାଲି ପବିତ୍ର ଅଁଳା ନବମୀ । ପବିତ୍ର ଅଁଳା ନବମୀରେ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ମା' ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ବର୍ଷକୁ ଗୋଟିଏ ଥର ସାକ୍ଷୀଗୋପିନାଥ ମନ୍ଦିରରେ ଶ୍ରୀରାଧାରାଣୀଙ୍କ ଓଡ଼ିଆଣୀ ବେଶ ସହ ପାଦ ଦର୍ଶନ ଅନୁଷ୍ଠିତ ହୋଇଥାଏ…