Police Si Exam Fraud: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣା, ଜାମିନ ପରେ ଜେଲରୁ ମୁକୁଳିଲେ ୧୧୪ ପରୀକ୍ଷାର୍ଥୀ
ବ୍ରହ୍ମପୁର: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ଜାମିନ ପାଇଥିବା ୧୧୪ ଜଣ ଆଶାୟୀ ଛାତ୍ରଛାତ୍ରୀ ଆଜି ଜେଲ୍ ରୁ ମୁକୁଳିଛନ୍ତି । ଏମାନେ ଜାଲିଆତି ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଥିଲେ । ହେଲେ କୋର୍ଟରେ ବିଚାର ସମୟରେ କ୍ରାଇମବ୍ରାଞ୍ଚ ଛାତ୍ରଛାତ୍ରୀଙ୍କ ବିରୋଧରେ ଆବଶ୍ୟକୀୟ…