Latest Odisha News

BREAKING NEWS

କାଉଡିଆ ଯାତ୍ରା ନେଇ ଆନ୍ତଃରାଜ୍ୟ ସମନ୍ୱୟ କମିଟିର ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଶ୍ରାବଣ ମାସ । ଏହି ମାସରେ ହର ହର ମହାଦେବଙ୍କ ଉପରେ ଜଳଲାଗି ପାଇଁ କାଉଡିଆ ମାନେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଥର କଉଡିଆ ଯାତ୍ରା ୧୧ ଜୁଲାଇରୁ ଆରମ୍ଭ ହେଉଛି । ଏପରି ପରିସ୍ଥିତିରେ, ସରକାରଙ୍କ ପକ୍ଷରୁ ଯାତ୍ରା ସମ୍ପର୍କରେ…

ଚୀନକୁ ଶକ୍ତିହୀନ କରିବ ଭାରତର ଏହି ଚାଲ୍….

ନୂଆଦିଲ୍ଲୀ: ଶକ୍ତିଶାଳୀ ହେଉଛି ଭାରତ । ଏବେ ଭାରତର କିଛି ଅଂଶ ଚୀନ ଏବଂ ପାକିସ୍ତାନ ଅଧିକୃତ ହୋଇ ମଧ୍ୟ ରହିଛି । ହେଲେ ଏବେ ଭାରତ ଏହାର ପ୍ରଭାବକୁ ଧିରେ ଧିରେ ଏଡାଇବା ପାଇଁ ପଦକ୍ଷେପ ଗ୍ରହଣ କରୁଛି । ଏହି ସମୟରେ ଭାରତର ରାଷ୍ଟ୍ରାୟତ୍ତ ମଝଗାଁଓ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍ MDL ୫୨.୯୬…

ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି; ବିପଦରେ ୩୦୦ ଯାତ୍ରୀଙ୍କ ଜୀବନ

ମୁମ୍ବାଇ: ଆଦିସ ଆବାବାରୁ ମୁମ୍ବାଇ ଆସୁଥିବା ଇଥିଓପିଆନ୍ ଏୟାରଲାଇନ୍ସର ବିମାନ ଇ ଟି ୬୪୦ ଶୁକ୍ରବାର ବିଳମ୍ବିତ ରାତିରେ ଗମ୍ଭୀର ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ବିମାନ କମ୍ପାନୀର ବୋଇଂ ୭୮୭ ଡ୍ରିମଲାଇନର୍ ରେ  ମିଡ ଏୟାର ଡିପ୍ରେସରାଇଜେସନ ସୃଷ୍ଟି ହୋଇଥିଲା। ଯାହା ଫଳରେ…

ବାପା ହେଲେ କ୍ରିକେଟର ମୁକେଶ କୁମାର

ଛପରା: ଭାରତର ପେସ ବୋଲର ମୁକେଶ କୁମାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ଦିବ୍ୟା ସନ୍ତାନ ଜନ୍ମ କରିବା ପରେ ମୁକେଶ ଏହି ଖୁସି ଖବର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ବିହାରର ଛପରା ବାସିନ୍ଦା ମୁକେଶ ୨୦୨୩ରେ ଦିବ୍ୟାଙ୍କୁ ବିବାହ କରିଥିଲେ । ସେ…

ଲିଭିନି ଆରଜି କର ବହ୍ନି: ପୁଣି କୋଲକାତା କଲେଜରେ ଆଉ ଏକ ଲଜ୍ଜା, ୪ ଗିରଫ

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜ ଡାକ୍ତର ଦୁଷ୍କର୍ମ ମାମଲା ଏବେ ବି ଲୋକଙ୍କ ମନରୁ ନ ଲିଭୁଣୁ ପୁଣି କୋଲକାତାରେ ଆଉ ଏକ ଲଜ୍ଜା ସାମ୍ନାକୁ ଆସିଛି । ଦକ୍ଷିଣ କୋଲକାତା ଲ' କଲେଜ ଭିତରେ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ମାମଲାରେ ମୋଟ ୪ ଅଭିଯୁକ୍ତ ଗିରଫ…

ଶରଧାବାଲିରେ ୩ ରଥ, ଘଣ୍ଟଘଣ୍ଟା ଓ ହୁଳହୁଳିରେ କମ୍ପୁଛି ପରିବେଶ

ପୁରୀ: ଶରଧାବାଲିରେ ପହଞ୍ଚିଲା ୩ ରଥ। ଘଣ୍ଟଘଣ୍ଟା, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଉଛି ଶରଧାବାଲି। ଦର୍ଶନ ପାଇଁ ଶରଧାବାଲିରେ ବଢୁଛି ଭକ୍ତଙ୍କ ସମାଗମ। ସମସ୍ତ ତିନୋଟି ରଥ ବର୍ତ୍ତମାନ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ଶରଧାବାଲିରେ ଅଟକି ରହିଛି। ତାଳଧ୍ୱଜ ଓ ଦର୍ପଦଳନ ପରେ…

ଗର୍ଭପାତ କରାଇବାରେ ସବୁଠୁ ଆଗରେ ରହିଛି ଏହି ରାଜ୍ୟ: ରିପୋର୍ଟ.

ନୂଆଦିଲ୍ଲୀ: କେରଳର ମହିଳାମାନେ ସେମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହୋଇଗଲେଣି । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷାର ଉନ୍ନତ ସ୍ତର ଯୋଗୁଁ, ମହିଳାମାନେ ସେମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେଉଛନ୍ତି ଏବଂ ସେମାନଙ୍କର ବିକଳ୍ପଗୁଡ଼ିକ ବିଷୟରେ ଅଧିକ…

କାର୍ଡିଆକ୍ ଅରେଷ୍ଟ ପୂର୍ବରୁ ଦେଖାଯାଏ ଏହି ଗମ୍ଭୀର ଲକ୍ଷଣ….ଅଣଦେଖା କଲେ ମାରାତ୍ମକ

ଭୁବନେଶ୍ବର/ ମୁମ୍ବାଇ: ଗତକାଲି ରାତିରେ ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ଦେହାନ୍ତ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାତି ପ୍ରାୟ ୧.୩୦ ସମୟରେ ଶେଫାଲିଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଯେଉଁଠାରେ ଡାକ୍ତର…

ଚକା ଆଖି ସବୁ ଦେଖୁଛି; ରଥଯାତ୍ରା ବିଳମ୍ବ ନେଇ ନବୀନଙ୍କ ଉଦବେଗ…

ଭୁବନେଶ୍ଵର: ରଥଯାତ୍ରା ପରିଚାଳନା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ରଥଟଣା ବିଳମ୍ବକୁ ନେଇ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯେ, ନନ୍ଦିଘୋଷ ରଥ ଟାଣିବାରେ ଅତ୍ୟଧିକ ବିଳମ୍ବ ପାଇଁ ଆମେ ପ୍ରଶାସନକୁ ଆଙ୍ଗୁଳି…

ରଥଯାତ୍ରାରେ କଭରେଜ୍ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ: ନିଜେ ପୋଲିସ୍ କରିଥିଲା ଦୁର୍ବ୍ୟବହାର….

ପୁରୀ: ରଥଯାତ୍ରାରେ କଭରେଜ୍ ବେଳେ ହଟହଟା ହେଲେ ସାମ୍ବାଦିକ । ପୋଲିସର ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି । ଗଭୀର ଆଘାତ ପାଇ ଜଣେ ମହିଳାଙ୍କ ସାମ୍ବାଦିକଙ୍କ ହାତରେ ୨୦ଟି ଷ୍ଟିଜ୍ ପଡିଛି । ଏମିତିକି ଲୋକସମ୍ପର୍କ ବିଭାଗ ଡିଆଇପିଆରଓ ବି ଆହତ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ…