Latest Odisha News

BREAKING NEWS

Dhurandhar Song In Guinness World Record: ସାରା ବିଶ୍ୱରେ କ୍ରେଜ୍ ବଢ଼ାଇଛି ଧୁରନ୍ଧର୍ ସିନେମାର ଏହି ଗୀତ,…

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ଫିଲ୍ମ "ଧୁରନ୍ଧର" ବିଶ୍ୱବ୍ୟାପୀ ଅପାର ଭଲପାଇବା ପାଇଛି। ସମସ୍ତେ ଫିଲ୍ମର ପ୍ରଶଂସା କରିଛନ୍ତି। ଏହି ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏବେ, ଫିଲ୍ମର "Fa9la" ଗୀତଟି ବିପୁଳ ସଫଳତା ହାସଲ କରିଛି ଏବଂ ସାରା…

Kalikesh Visits Naveen Nivas: କଳିକେଶ ହେବେକି ନବୀନଙ୍କ ଉତ୍ତରାଧିକାରୀ?, ଚର୍ଚ୍ଚା ଭିତରେ ନବୀନ ନିବାସରେ…

ଭୁବନେଶ୍ୱର: ବିଜେଡିର ଗୁରୁଦାୟିତ୍ଵ ତୁଲାଇବେ କି କଳିକେଶ? ଚର୍ଚ୍ଚା ଭିତରେ ନବୀନ ନିବାସରେ ପହଞ୍ଚିଲେ କାହିଁକି ଅଚାନକ କଳିକେଶକୁ ଡାକରା? ନବୀନଙ୍କ ସହ କଲେ କି ଆଲୋଚନା? ପୁଣି ବିଜେଡିରେ ଉତ୍ତରାଧିକାରୀ ଝଡ଼ ମୁଣ୍ଡ ଟେକିଛି। କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଦାବି ପରେ ତେଜିଛି…

ଓଡ଼ିଆ ଭାଷାରେ ପଢିବେ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀ; ଜିଲ୍ଲା ସଦର ମହକୁମା ବହି ଦୋକାନରେ ଉପଲବ୍ଧ ହେବ

ଭୁବନେଶ୍ବର:ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଭାଷାରେ ପ୍ରସ୍ତୁତ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ଦର୍ଭ ପୁସ୍ତକ (Reference Book) ଗୁଡିକ ଉନ୍ମୋଚନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପୁସ୍ତକ ଗୁଡିକ…

ଫିଟ ହେଉଛନ୍ତି ତିଳକ: ବ୍ୟାଟିଂ ପରେ କଲେ ବୋଲିଂ ଅଭ୍ୟାସ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ସପ୍ତାହ ସମୟ ବାକି ରହିଛି । ଚାମ୍ପିୟନ ଓ ଆୟୋଜକ ଭାରତ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଟୁର୍ଣ୍ଣାମେଂଟ ଠିକ ପୂର୍ବରୁ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ତିଳକ ବର୍ମା ଆଘାତପ୍ରାପ୍ତ ହୋଇଥିଲେ । ଟେଷ୍ଟିକଲ ଟର୍ଶନ ଯୋଗୁ ତାଙ୍କର…

ଏଣିକି କଲେଜରେ କ୍ଲାସ ନ କରି ଖଟି କଲେ ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆକ୍ସନ୍‌ ମୋଡରେ ଉଚ୍ଚଶିକ୍ଷା ବିଭାଗ । ଏଣିକି କଲେଜରେ କ୍ଲାସ ନ କରି ଖଟି କଲେ ଅଧ୍ୟାପକ ଅଧ୍ୟାପିକାଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏହା ସହ ଦରମା ମଧ୍ୟ ବନ୍ଦ ହୋଇପାରେ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସବୁ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର…

Road Accident: ୩ଟି ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ଚାଲିଗଲା ୫ ଜୀବନ

ବହ୍ମପୁର: ବ୍ରହ୍ମପୁର ଗୋଶାଣୀ ନୁଆଁ ଗାଁ ଓଭର ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା । ୩ଟି ବାଇକ୍ ଉପରେ ଏକ ଟ୍ରକ ମାଡିଯିବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଭୁଲ ରାସ୍ତାରେ ଆସି ଏକ ଟ୍ରକ ୩ଟି ମୋଟରସାକେଲକୁ ସାମ୍ନା ପଟୁ ଧକ୍କା ଦେଇ କିଛି ଦୂର ଘୋଷାଡ଼ି ନେଇଥିଲା । ସେହିପରି…

240 More Aircraft In India Air: ଭାରତୀୟ ଆକାଶରେ ଭିଡ଼ !

ନୂଆଦିଲ୍ଲୀ: ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଆସିବାକୁ ଯାଉଛି ଏକ ବଡ଼ ବିପ୍ଳବ। ଏଣିକି ଟ୍ରେନ୍ ଭଳି ଆକାଶରେ ବି ଲାଗିବ ଭିଡ଼ । ଇଣ୍ଡିଗୋ, ଏୟାର ଇଣ୍ଡିଆ ଏବଂ ଅକାସା ଏୟାର ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଟକ୍କର। ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତକୁ ଆସିବାକୁ ଯାଉଛି ୨୪୦ଟି ନୂଆ ବିମାନ।…

New Rule From February: ରାତି ପାହିଲେ ବଦଳି ଯିବ ଏହି ସବୁ ନିୟମ…ଜାଣନ୍ତୁ କେତେ ପ୍ରଭାବିତ ହେବ ଆପଣଙ୍କ…

ନୂଆଦିଲ୍ଲୀ: ଭାରତରେ, ପ୍ରତି ମାସର ପ୍ରଥମ ତାରିଖରେ ଅନେକ କିଛି ପରିବର୍ତ୍ତନ ଘଟେ। ଜାନୁଆରୀ ମାସ ଶେଷ ହେବାକୁ ଯାଉଛି। ରାତି ପାଇଲେ, ଫେବୃଆରୀ ଆରମ୍ଭ ହେବ। ଦେଶର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ସାଧାରଣ ବଜେଟ୍ ମଧ୍ୟ ଫେବୃଆରୀ ୧ ତାରିଖରେ ପ୍ରକାଶିତ ହେବ। ଏହି ଦିନଟି ରବିବାର ମଧ୍ୟ। ଏହି…

ଟି୨୦ ବିଶ୍ୱକପ କ୍ରିକେଟ: ଓହରିଲେ ଅଷ୍ଟ୍ରେଲିଆର ଷ୍ଟାର ବୋଲର

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ଟି୨୦ ବିଶ୍ୱକପ କ୍ରିକେଟ ୨୦୨୬ ଖେଳାଯିବ । ତେବେ ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଓ ସିନିୟର ବୋଲର ପ୍ୟାଟ କମିନ୍ସ ଆଘାତ ସମସ୍ୟା ଯୋଗୁ ବିଶ୍ୱକପରୁ ଓହରି ଯାଇଛନ୍ତି । କୁମିନ୍ସ ଓ ମାଥ୍ୟୁ ଶର୍ଟଙ୍କ ବଦଳରେ…

Budget Session 2026: ବ୍ରିଫକେସ୍ ରୁ ‘ବହିିଖାତା’… ଏବେର ‘ଟାବଲେଟ୍’…

ନୂଆଦିଲ୍ଲୀ: ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧, ୨୦୨୬ ରେ ଲଗାତାର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏହି ସଫଳତା ସହିତ, ସେ ପୂର୍ବତନ ଅର୍ଥମନ୍ତ୍ରୀ ସି.ଡି. ଦେଶମୁଖଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ଏବଂ ବର୍ତ୍ତମାନ ମୋରାରଜୀ ଦେଶାଇଙ୍କ ଦଶଟି ବଜେଟ୍ ରେକର୍ଡ…